ଆରମ୍ଭ ହେଲା ବିଧାନସଭା ସମାଚାର | ୟ୍ୟୁ-ଟ୍ୟୁବ୍ ଚ୍ୟାନେଲ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା | ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ଖବର ପ୍ରସାରଣ ହେବ, ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ବି ଆରମ୍ଭ ହେବ | ‘ଏହା ସହ ବିଧାନସଭା ପତ୍ରିକା ନାମକ ଏକ ମାସିକ ପତ୍ରିକା ଆରମ୍ଭ ହେବ’ |

Leave a Reply

Your email address will not be published. Required fields are marked *