ଆସନ୍ତା ୨୫ରୁ ବିଧାନସଭା ଅଧିବେଶନ, ଆଜିଠାରୁ ଆରମ୍ଭ ହେଲା ଗୃହ ସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ । ଟେଷ୍ଟ କରାଇଲେ ବାଚସ୍ପତି | ନିର୍ବାଚନ ଥିବାରୁ ଜିଲ୍ଲାରେ ବି ଟେଷ୍ଟ କରାଇପାରିବେ ବିଧାୟକ । ୩୦ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Leave a Reply

Your email address will not be published. Required fields are marked *