ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ କଲର୍ସ ଆୱାର୍ଡ ପ୍ରଦର୍ଶନ କରୁଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ କଲର୍ସ ଆୱାର୍ଡ ପ୍ରଦର୍ଶନ କରୁଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ।

Leave a Reply

Your email address will not be published. Required fields are marked *