

- ଖାରକିଭ୍ରୁ ଉଦ୍ଧାର ହେଲେ ଆଉ ୬୫ଓଡ଼ିଆ ଛାତ୍ରଛାତ୍ରୀ।ଏଯାଏଁ ଓଡ଼ିଶା ଫେରିଲେଣି ମୋଟ ୧୯୯ ଛାତ୍ରଛାତ୍ରୀ। ସ୍ବତନ୍ତ୍ର ବସ ଯୋଗେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବାରେ ସଫଳ ରାଜ୍ୟ ସରକାର।ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନରେ ଭାରତ ଆଣିବା ପାଇଁ ପ୍ରକ୍ରିୟା ଜାରି
- ପାକିସ୍ତାନ ମସଜିଦରେ ଆତ୍ମଘାତୀ ହମଲା : ୫୬ ମୃତ, ୨୦୦ ଆହତ