ତୃତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ପୋଲିସକୁ ସଫଳତା । ରାୟଗଡ଼ା ନିୟମଗିରିରେ ଟିଫିନ ବୋମା ଉଦ୍ଧାର । କଲ୍ୟାଣସିଂହପୁର-ପାରସାଲି ରାସ୍ତାରେ ଏକ ପୋଲ ତଳୁ ମିଳିଲା ବୋମା । ମାଓବାଦୀ ପୋଲିସକୁ କରିଥିବା ଟାର୍ଗେଟ୍ ଭଣ୍ଡୁର । କମ୍ବିଂ କରୁଥିବା ବେଳେ ବୋମା ଉଦ୍ଧାର କଲେ ଯବାନ
ତୃତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ପୋଲିସକୁ ସଫଳତା । ରାୟଗଡ଼ା ନିୟମଗିରିରେ ଟିଫିନ ବୋମା ଉଦ୍ଧାର । କଲ୍ୟାଣସିଂହପୁର-ପାରସାଲି ରାସ୍ତାରେ ଏକ ପୋଲ ତଳୁ ମିଳିଲା ବୋମା
Read more