ଆସନ୍ତାବର୍ଷ ଭାରତରେ ହେବ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ପରବର୍ତ୍ତୀ ବୈଠକ । ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଅନୁଷ୍ଠିତ ହେବ ବୈଠକ । ମୁମ୍ବାଇରେ ବୈଠକ ନେଇ ପ୍ରସ୍ତାବ ଦେଇଥିଲେ IOC ସଦସ୍ୟ ନୀତା ଅମ୍ବାନି, ୮୨ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣ ମୁମ୍ବାଇରେ ବୈଠକ ସପକ୍ଷରେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *