ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଲା ଜଗତପୁର ପୋଲିସ । ଗତକାଲି ଜଗତପୁର ପୀରବଜାରରେ ମାଞ୍ଜା ସୂତା ଲାଗି ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଜଗତପୁର ଥାନାରେ ଏକ ମାମଲା ରୁଜୁ ହୋଇଛି |

ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଲା ଜଗତପୁର ପୋଲିସ । ଗତକାଲି

Read more

ରାଜ୍ୟରେ ଦିନକରେ ଆଉ ୧୨୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୫୧ ରୋଗୀ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୪କୁ ବୃଦ୍ଧି । ୧ ହଜାର ୫୭୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

ରାଜ୍ୟରେ ଦିନକରେ ଆଉ ୧୨୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୫୧ ରୋଗୀ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦

Read more

ଦିଲ୍ଲୀରେ ଲାଗୁ ହେବ ଆଜିଠୁ ନାଇଟ୍‌ କର୍ଫ୍ୟୁ, ରାତି ୧୧ଟାରୁ ସକାଳ ୫ଟା ଯାଏ ଲାଗୁ ହେବ କଟକଣା, କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ ।

ଦିଲ୍ଲୀରେ ଲାଗୁ ହେବ ଆଜିଠୁ ନାଇଟ୍‌ କର୍ଫ୍ୟୁ, ରାତି ୧୧ଟାରୁ ସକାଳ ୫ଟା ଯାଏ ଲାଗୁ ହେବ କଟକଣା, କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ

Read more

ଭୁବନେଶ୍ବରରେ ଅଭିନବ ଉପାୟରେ ଲୁଟ, ଧୂର୍ତ୍ତ ଚୋରକୁ ଗିରଫ କଲା ପୋଲିସ । ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିଲା ନାରାୟଣ ଡାକୁଆ । ଭରତପୁର ଲେନ୍‌- ୪ର ନାରାୟଣ ଡାକୁଆଠାରୁ ୧୨ ଗ୍ରାମର ସୁନା ଚେନ୍‌ ଜବତ କଲା ପୋଲିସ ।

ଭୁବନେଶ୍ବରରେ ଅଭିନବ ଉପାୟରେ ଲୁଟ, ଧୂର୍ତ୍ତ ଚୋରକୁ ଗିରଫ କଲା ପୋଲିସ । ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିଲା ନାରାୟଣ ଡାକୁଆ । ଭରତପୁର

Read more

ଛତିଶଗଡ଼-ତେଲଙ୍ଗାନା ସୀମାରେ ଏନ୍‌କାଉଣ୍ଟର: ୬ ମାଓବାଦୀ ମୃତ |

ତେଲଙ୍ଗାନା କୋତାଗୁଡ଼ୁମରେ ଯବାନଙ୍କ ଏନ୍‌କାଉଣ୍ଟର, ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି, ଏ ନେଇ କୋତାଗୁଡ଼ୁମ SP

Read more

ବିବାହରେ କ୍ୟାଟ୍ରିନା କୈଫ ଙ୍କୁ ମିଳିଲା ଏସବୁ ବହୁମୂଲ୍ୟ ଉପହାର

ପୂରା ସିନେଜଗତ, ସମୀକ୍ଷକ, ପ୍ରଶଂସକ ସମସ୍ତେ ରଣବୀର କପୁର ଓ କ୍ୟାଟ୍ରିନା କେଫ୍‌ଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। କୌଣସି କାରଣରୁ ଏହି ସମ୍ପର୍କ ତିଷ୍ଠିପାରିଲାନି। ରଣବୀର ଆଗକୁ

Read more

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା, ୨ ଦିନିଆ ରିମାଣ୍ଡରେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ୭ ଦିନିଆ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ କାଲି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା, ୨ ଦିନିଆ ରିମାଣ୍ଡରେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ୭ ଦିନିଆ ଆବେଦନ କରିଥିଲା

Read more

ଦିଲ୍ଲୀ, ତିହାର ଜେଲ୍‌ରେ ଅଚେତ ହୋଇ ପଡ଼ିଥିବା ଆଉ ଜଣେ କଏଦୀର ମୃତ୍ୟୁ, ୮ ଦିନରେ ମଲେଣି ୫ କଏଦୀ |

ଦିଲ୍ଲୀ, ତିହାର ଜେଲ୍‌ରେ ଅଚେତ ହୋଇ ପଡ଼ିଥିବା ଆଉ ଜଣେ କଏଦୀର ମୃତ୍ୟୁ, ୮ ଦିନରେ ମଲେଣି ୫ କଏଦୀ

Read more

ଜମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ବେଳେ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ ।

ଜମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ

Read more

ରାଜ୍ୟରେ ସାମାନ୍ୟ କମିଲା ଶୀତ ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିଲା ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଗତ କିଛିଦିନ ମଧ୍ୟ ପ୍ରବଳ ଜାଡ ଅନୁଭବ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି।

Read more