Author: Jayaprada samantaray
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୭ତମ ଜନ୍ମତିଥି। ଏହି ଅବସରରରେ ଅଟଳଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ |
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୭ତମ ଜନ୍ମତିଥି। ଏହି ଅବସରରରେ ଅଟଳଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ
Read moreରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ ୮.୫ ଡିଗ୍ରୀ, ଟିଟିଲାଗଡ଼ ୮.୮ । ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ୧୧, ବୌଦ୍ଧ ୧୦, କେନ୍ଦୁଝର ୧୦.୪, କଟକ ୧୩.୫ ଓ ଭୁବନେଶ୍ବର ୧୪.୬ ଡିଗ୍ରୀ |
ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ
Read moreଓମିକ୍ରନ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ୫ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି |
ମହାରାଷ୍ଟ୍ରରେ ଆଜିଠୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ। ଗୁଜରାଟ, ଉତ୍ତର ପ୍ରଦେଶ, ହରିୟାଣା ଓ ମଧ୍ୟ ପ୍ରଦେଶରେ ରାତି ୧୧ଟାରୁ ସକାଳ ୫ଟା
Read moreକୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ କ୍ୟାଥଲିକ ଚର୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ| ସକାଳ ପ୍ରାର୍ଥନାରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଚର୍ଚରେ ୫୦ରୁ ଅଧିକ ଲୋକ ଏକାଠି ହେବା ଉପରେ ଲାଗିଛି କଟକଣା |
କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ କ୍ୟାଥଲିକ ଚର୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ ସକାଳ ପ୍ରାର୍ଥନାରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
Read moreରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧କୁ ବୃଦ୍ଧି , ଦିନକରେ ଆଉ ୧୨୪ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ରୋଗୀ ଚିହ୍ନଟ, ୧୨୪ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୧୭ ଜଣ | ଖୋର୍ଦ୍ଧା ୬୧, କଟକ ୮, ବରଗଡ଼ ୬ ଓ ଝାରସୁଗୁଡ଼ାରେ ୫ ପଜିଟିଭ୍ | ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୩ ହଜାର ୬୦୧ ଜଣ ରୋଗୀ, ୧ ହଜାର ୬୬୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |
ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧କୁ ବୃଦ୍ଧି , ଦିନକରେ ଆଉ ୧୨୪ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୭୫ ଓ ସ୍ଥାନୀୟ
Read moreନୂଆବର୍ଷ ପୂର୍ବରାତିରେ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ମନା | ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣ ମଣ୍ଡପ ଉପରେ ସତର୍କ ଦୃଷ୍ଟି । କେବଳ ପୂର୍ବ ନିର୍ଦ୍ଧାରିତ ବିବାହ ପାଇଁ ମିଳିବ ଅନୁମତି । ନିୟମ କଡ଼ାକଡ଼ି କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ।
ନୂଆବର୍ଷ ପୂର୍ବରାତିରେ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ମନା | ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣ ମଣ୍ଡପ ଉପରେ ସତର୍କ ଦୃଷ୍ଟି । କେବଳ ପୂର୍ବ
Read moreକ୍ରିକେଟରୁ ସ୍ପିନର ହରଭଜନ ସିଂହଙ୍କ ସନ୍ନ୍ୟାସ ଘୋଷଣା, କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ହରଭଜନ । ୨୩ ବର୍ଷର କ୍ୟାରିଅରକୁ ସୁନ୍ଦର ଓ ସ୍ମରଣୀୟ କହିଲେ ହରଭଜନ । ଜୀବନର ସବୁ କିଛି ମୋତେ କ୍ରିକେଟରୁ ମିଳିଛି|
କ୍ରିକେଟରୁ ସ୍ପିନର ହରଭଜନ ସିଂହଙ୍କ ସନ୍ନ୍ୟାସ ଘୋଷଣା, କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ହରଭଜନ । ୨୩ ବର୍ଷର କ୍ୟାରିଅରକୁ ସୁନ୍ଦର ଓ ସ୍ମରଣୀୟ
Read moreନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ ୱେ ବିଲ୍ ଓ ରସିଦ ମାମଲାରେ ଚଢ଼ାଉ କରିଥଲା ଜିଏସଟି ଟିମ୍ |
ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ
Read moreରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥଶର୍ମାଙ୍କ ମୃତ୍ୟୁ, ସ୍କୁଲରୁ ଡଙ୍ଗାସିଲକୁ ଫେରିବା ବାଟରେ ଘଟିଛି ହତ୍ୟାକାଣ୍ଡ |
ରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ
Read more