ଛତିଶଗଡ଼-ତେଲଙ୍ଗାନା ସୀମାରେ ଏନ୍‌କାଉଣ୍ଟର: ୬ ମାଓବାଦୀ ମୃତ |

ତେଲଙ୍ଗାନା କୋତାଗୁଡ଼ୁମରେ ଯବାନଙ୍କ ଏନ୍‌କାଉଣ୍ଟର, ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି, ଏ ନେଇ କୋତାଗୁଡ଼ୁମ SP ସୁନୀଲ ଦତ୍ତଙ୍କ ସୂଚନା |

Leave a Reply

Your email address will not be published. Required fields are marked *