ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଡାକ୍ତରମାନଙ୍କ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଲା ଓମ୍ସା
ଭୁବନେଶ୍ବର: ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ। ଏନେଇ ଓମ୍ସା ପକ୍ଷରୁ ସୂଚନା ଦିଆଯାଇଛି। ଓମ୍ସା ପକ୍ଷରୁ କୁହାଯାଇଛି ଯେ ଆଜି
Read more