ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପାହାଡ଼ | ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି | ଦନ୍ତା ଆଉଟ୍‌ ପରେ ଖୋଲିଛି ଶିଖରଚଣ୍ଡୀ ପୀଠ |

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପାହାଡ଼ | ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି | ଦନ୍ତା ଆଉଟ୍‌ ପରେ ଖୋଲିଛି ଶିଖରଚଣ୍ଡୀ ପୀଠ |

Read more

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ ବାସୁଦେବ ଭୋଇ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି।

Read more

କଳିଙ୍ଗ ଷ୍ଟାଡିୟମରେ ୧୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ ୧୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଓଡିଶା ସିଏମଓ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,

Read more

ଆନ୍ଧ୍ରପ୍ରଦେଶରେ ରାସ୍ତାରୁ ଖସି ପଡ଼ିଲା ବସ୍‌: ୯ଜଣଙ୍କର ମୃତ୍ୟୁ, ୨୨ଆହତ

ଆନ୍ଧ୍ରପ୍ରଦେଶରେ ରାସ୍ତାରୁ ଖସି ପଡ଼ିଲା ବସ୍‌। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ

Read more

ବିହାର ବିଧାନସଭାର ନୂତନ ବାଚସ୍ପତି ଭାବେ ଶପଥ ନେଲେ ପ୍ରେମ କୁମାର

ପାଟନା: ବିଜେପି ବିଧାୟକ ପ୍ରେମ କୁମାର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଆଜି ସେ ଶପଥ ନେଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିରୋଧୀ

Read more

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ(ମୁଖ୍ୟ ନ୍ୟାୟାଧୀଶ) ଭାବରେ ଶପଥ ପାଠ କରାଇଥିଲେ। ଏହି

Read more

ଅଲିମ୍ପିକ୍ସ ଦୁଇ ପଦକ ବିଜେତା ତଥା ଦେଶର ତାରକା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ନିଯୁକ୍ତି

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଦୁଇ ପଦକ ବିଜେତା ତଥା ଦେଶର ତାରକା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ବୁଧବାର ଆନୁଷ୍ଠାନିକ ଭାବେ ଭ‌ାରତୀୟ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ଭାବେ

Read more

ସମ୍ବଲପୁର ପୁଲିସ ବେଆଇନ କପସିରଫ କାରବାରକୁ ବଡ଼ ଧରଣର ଚଢ଼ଉ ; ୫୧୦୦ ବୋତଲ କୋରେକ୍ସ ଜବତ, ୨୦ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସ ବେଆଇନ କପସିରଫ କାରବାରକୁ ବଡ଼ ଧରଣର ଚଢ଼ଉ କରିଛି। ୫୧୦୦ ବୋତଲ କୋରେକ୍ସ ଜବତ ସହ ୨୦ ଜଣକୁ ଗିରଫ କରିଛି ପୁଲିସ।

Read more

ଉତ୍ସର୍ଗୀକୃତ ଭାବେ ଦେଶ ସେବାରେ ନିୟୋଜିତ ହେବାକୁ ଯୁବକ ମାନଙ୍କୁ ଆହ୍ଵାନ

ଭୁବନେଶ୍ୱର: ରାଜଧାନୀର ପୂରାତନ ସେବା ଅନୁଷ୍ଠାନ ଜନକଲ୍ୟାଣ କ୍ଲବର ୫୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ୟୁନିଟ ୯ ସ୍ଥିତ କ୍ଳବ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

Read more

କର୍କଟ ପୀଡିତ ଅନ୍ତେବାସୀ ମାନଙ୍କ ପାଇଁ ମାଗଣା ଦନ୍ତ ପରୀକ୍ଷା ଶିବିର

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ପାତ୍ରପଡ଼ା ସ୍ଥିତ ଇନଟାସ ଫାଉଣ୍ଡେସନ ଠାରେ ଏକ ମାଗଣା ଦନ୍ତ ପରୀକ୍ଷା

Read more