Fast News ଦୀପାବଳି ଦିନ ବାଣଫୁଟା ଉପରେ କଟକଣା ଜାରି କଲେ SRC, ନଭେମ୍ବର ୪ରେ ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ହେବ ସବୁଜ ବାଣ, ଏହି ସମୟ ବାହାରେ ବାଣ ଫୁଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ November 2, 2021November 2, 2021 S pani 0 Comments Read more
Fast News ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି, ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ଅନିଲ ଦେଶମୁଖ November 2, 2021November 2, 2021 S pani 0 Comments Read more
Fast News ଆଜିଠୁ ଆରମ୍ଭ ହେବ “ଘର ଘର ଦସ୍ତକ” ଟିକାକରଣ କାର୍ଯ୍ୟକ୍ରମ, ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ହେବ ତାଲିକା ପ୍ରସ୍ତୁତ, ଟିକା ନେଇନଥିବା ବ୍ୟକ୍ତିଙ୍କୁ ଏମାସ ଶେଷ ସୁଦ୍ଧା ଟିକା ଦେବା ପାଇଁ ପ୍ରୟାସ November 2, 2021November 2, 2021 S pani 0 Comments Read more
Fast News ଦେଶରେ ଆଜି ପୁଣି ୩୫ ପଇସା ବଢ଼ିଲା ପେଟ୍ରୋଲ ଦର, ଡିଜେଲ ଦର ସ୍ଥିର, ଦିଲ୍ଲୀରେ ପେଟ୍ରୋଲ-୧୧୦.୦୪ ଟଙ୍କା, ଡିଜେଲ-୯୮.୪୨ ଟଙ୍କା,କୋଲକାତାରେ ପେଟ୍ରୋଲ- ୧୧୦.୪୯ ଟଙ୍କା, ଡିଜେଲ-୧୦୧.୫୬ ଟଙ୍କା, ଭୁବନେଶ୍ବରରେ ଭୁବନେଶ୍ବରରେ ପେଟ୍ରୋଲ- ୧୧୧.୦୫, ଡିଜେଲ ୧୦୭.୩୮ ଟଙ୍କା November 2, 2021November 2, 2021 S pani 0 Comments Read more
Fast News ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ପୁରୀ ନିଳାଦ୍ରୀ ବେଳାଭୂମୀରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି October 31, 2021October 31, 2021 S pani 0 Comments Read more
Fast News ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି, ଜ୍ବର ଓ ରକ୍ତଚାପରେ ପୀଡ଼ିତ ହୋଇ କନ୍ଧମାଳରେ ଅସୁସ୍ଥ ହୋଇପଡ଼ିଥିଲେ ମନ୍ତ୍ରୀ October 31, 2021October 31, 2021 S pani 0 Comments Read more
Fast News ମମିତାଙ୍କୁ ନ୍ୟାୟ ପାଇଁ ଦିଲ୍ଲୀରେ ସ୍ୱର ଉଠାଇବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ; ୯ ଓ ୧୦ରେ ଦିଲ୍ଲୀ ଆବାସିକ କମିଶନଙ୍କ ଅଫିସ୍ ଆଗରେ କରିବ ବିକ୍ଷୋଭ, ୧୧ରେ ଜନ୍ତରମନ୍ତରରେ ବିକ୍ଷୋଭ, ବହୁ ବରିଷ୍ଠ ନେତା ଯୋଗଦେବେ, ୧୧ କମ୍ବା ୧୨ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ October 31, 2021October 31, 2021 S pani 0 Comments Read more
Fast News କେନାଲରେ ଭାସିଯାଇ ୨ ନାବାଳକ ନିଖୋଜ; ହାଟଡିହି ନିକଟ କେନାଲରେ ଗାଧୋଇବା ବେଳେ ଭାସିଗଲେ, ହଦଗଡ଼-ଛେନାପଦୀ ମୁଖ୍ୟ କେନାଲରେ ଭାସିଯାଇ ନିଖୋଜ October 31, 2021October 31, 2021 S pani 0 Comments Read more
Fast News ମହାଲିଙ୍ଗ ସନ୍ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା; ମମିତାଙ୍କ ଭାଇକୁ ଭେଟିଲେ ବିଜେଡି ନେତା ଅଜୟ ଦାସ, ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ପ୍ରତିଶ୍ରୁତି October 31, 2021October 31, 2021 S pani 0 Comments Read more
Fast News ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଜେଟିପି ବାଇକ୍ ଚଳାଇ ଯାଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପ୍ରତିକ୍ରିୟା, ଜେଟିପି ବିଜୟ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବାରିକେଡ୍ ଦେଇ ସିଲ୍ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ଗେଟ୍ October 31, 2021October 31, 2021 S pani 0 Comments Read more