ଖୋର୍ଦ୍ଧାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଅର୍ଥ ହେରଫେର ମାମଲା; ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ ଫାଇନାନ୍ସ ଅଫିସର ହିମାଂଶୁ କବି ଗିରଫ, ଗତ ମାସ ୧.୨୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା

Read more

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ; ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା, ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା, ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି, ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବ

Read more

ଦୀପାବଳି ପରେ ଆରମ୍ଭ ହୋଇପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ; ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, କହିଲେ- ଦୀପାବଳି ପରେ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି,ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଛି

Read more

ସଦର ଥାନା କୁରୁଡ଼ା ଛକରେ ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା; ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ, ମୃତ ଯୁବକ ସ୍ଥାନୀୟ ଜଗନ୍ନାଥପାଟଣାର, ହତ୍ୟା କରି ଦୁର୍ବୃତ୍ତ ଫେରାର

Read more

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଖୋଦ୍ ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି

Read more

ଗହିରମଥାରେ କାଲିଠୁ ୭ ମାସ ପାଇଁ ବୋଟ୍ ଚଳାଚଳ ଓ ମାଛଧରା ଟ୍ରଲର ଚଳାଚଳ ଉପରେ କଟକଣା; ମେ ୩୧ ତାରିଖ ଯାଏଁ ଜାରି ରହିବ କଟକଣା, ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ କଟକଣା ଜାରି

Read more

କାମ ବନ୍ଦ କରି ରାସ୍ତା ଅବରୋଧ ସହ ସଦର ଥାନା ଆଗରେ ଶତାଧିକ ସଫେଇ କର୍ମଚାରୀଙ୍କ ଧାରଣା; ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ପୁଅର ମୃତ୍ୟୁକୁ ନେଇ ଧାରଣା; କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ

Read more

ଏନ୍‌ଏଚ୍‌-୫୭ର ବୋଲଗଡ଼ କପାସିଆ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ୍ୟୁ; ଟାୟାର ଜାଳି ଲୋକେ କରିଛନ୍ତି ରାସ୍ତା ଅବରୋଧ, ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ

Read more

ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୮୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ରୋଗୀ ଚିହ୍ନଟ, ୪୮୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮

Read more