ଗୋପାଳପୁର MLA ପ୍ରଦୀପ ପାଣିଗ୍ରାହୀ ଘରେ ଭିଜିଲାନ୍ସ ରେଡ୍‌ ଘଟଣା, ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକ୍‌ଲେସ୍‌ ସହ ଦସ୍ତାବିଜ ଜବତ, ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍ କରିବେ ଚାଟାର୍ଡ ଆକାଉଣ୍ଟାଣ୍ଟ, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବ ଭିଜିଲାନ୍ସ

Read more

ବଲାଙ୍ଗିର ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ ଘଟଣା, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କନେଷ୍ଟବଳ ରାକେଶ ବିଶ୍ବାଳ, ଦୟା ଜାନୀ, ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ, ଗତ ୧୦ ଦିନ ଧରି ନିଖୋଜ ଅଛନ୍ତି ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନମିତା ମେହେର, ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ

Read more

ଅନୁଗୋଳ: ବଇଣ୍ଡାର ଜାମୁନାଳି ନିକଟରେ ଟ୍ରେନ୍ ଧକ୍କାରେ ୨ ଜଣ ମୃତ; ମୃତକ ୨ ଜଣ ସଂପର୍କରେ ଖୁଡ଼ୀ, ପୁତୁରା ହୋଇଥିବା ସୂଚନା, ଟ୍ରେନ୍ ଲାଇନ୍ କଡ଼ରେ ଚାଲିଚାଲି ଆସୁଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ

Read more

ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ; ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର; ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା

Read more

ଗଜପତି: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଡ଼ବା ଥାନା ବିରିକୋଟ ନିକଟରେ ଦୁର୍ଘଟଣା, ଜଣେ ASI, ଜଣେ ହାବିଲଦାର ଏବଂ ୪ ଜଣ କନେଷ୍ଟବଳ ଆହତ, ଭୁବନେଶ୍ବରରୁ ରାୟଗଡ଼ା ଯାଉଥିଲେ ମନ୍ତ୍ରୀ

Read more

ଦୁର୍ଗା ମୂର୍ତ୍ତି ଭସାଣୀ ବେଳେ ହିଂସା ; ଲୋକଙ୍କ ଉପରେ ବୋମାମାଡ

ପଶ୍ଚିମବଙ୍ଗରେ ପୁଣି ହିଂସା। ଏଥର ଦୁର୍ଗା ମୂର୍ତ୍ତି ଭସାଣୀ ବେଳେ ହିଂସା ଦେଖାଦେଇଛି। ବିସର୍ଜନ ସାରି ଫେରିଥିବା ଲୋକଙ୍କ ଉପରେ ବୋମାମାଡ ହୋଇଛି। କିଛି ଅଜଣା ବ୍ୟକ୍ତି

Read more

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ବି ଚାଲିଛି ଚଢାଉ, ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କୁ କରାଯାଉଛି ପଚରାଉଚରା, ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଚଢ଼ାଉରେ ଭିଜିଲାନ୍ସ ସେଲ୍‌ର ୨ ଜଣ ଅତିରିକ୍ତ SP ଏବଂ ୧୭ DSP ସାମିଲ

Read more