କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ, ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ

Read more

ଆଫଗାନିସ୍ତାନ ପରିସ୍ଥିତି ନେଇ ଆଜି G-20 ନେତାଙ୍କ ବୈଠକ, ଇଟାଲୀର ଆମନ୍ତ୍ରଣ କ୍ରମେ VCରେ ବୈଠକରେ ଯୋଗଦେବେ G-20 ଦେଶର ନେତା, ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଲିବାନ ଶାସନ ନେଇ ବୈଠକରେ ଆଲୋଚନା ହେବ, ଆଫଗାନବାସୀଙ୍କୁ ମାନବୀୟ ସହାୟତା ନେଇ ଆଲୋଚନା ହୋଇପାରେ

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣା, ତଦନ୍ତ ପାଇଁ ହୋଟେଲ୍ ସାଉଥ ସିଟି ସିଲ୍ କଲା କମିଶନରେଟ୍ ପୁଲିସ, ମୃତ୍ୟୁ ପୂର୍ବରୁ ହୋଟେଲକୁ ଆସିଥିଲେ ମନୀଷ, ବିଳମ୍ବିତ ରାତି ଯାଏଁ ହୋଟେଲରେ ଥିଲେ ମନୀଷ

Read more

ATM ଭ୍ୟାନ୍ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଲେ ୩ ଦୁର୍ବୃତ୍ତ, ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଧରିଲା ପୁଲିସ, ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ, ଭ୍ୟାନ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ

Read more

କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର, ନଭେମ୍ବର 4, 16, 19 ତାରିଖରେ ମନ୍ଦିର ବନ୍ଦ ରହିବ। ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ନଭେମ୍ବର 18ରୁ ହେରିଟେଜ କରିଡର କାମ ଆରମ୍ଭ ହେବ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

Read more

ହବିଷିଆଳିଙ୍କୁ ପୁରୀ ମନା; କୋଭିଡ କଟକଣା ଯୋଗୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ଆସିବା ବାରଣ ହେଲା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ଯକ୍ଷତାରେ ବସିଥିଲା ବୈଠକ

Read more

ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଥର ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ; ୫୦ ପ୍ରତିଶତ ଅଧିକ ଦରମା ପାଇବେ

ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ, ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ

Read more

ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାର ପ୍ରତିବାଦରେ ରାଜଭବନ ଆଗରେ ରାଜ୍ୟ କଂଗ୍ରେସର ମୌନ ପ୍ରତିବାଦ, କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ସାମିଲ, ବହୁ ବରିଷ୍ଠ ନେତା ମଧ୍ୟ ପ୍ରତିବାଦରେ ସାମିଲ ହୋଇଛନ୍ତି

Read more