Fast News ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ, ୧୭ ପ୍ରସ୍ତାବ ଉପର ବାଜିଲା କ୍ୟାବିନେଟ ମୋହର, ଅର୍ଥ, ଖାଦ୍ୟ ଯୋଗାଣ ବିଭାଗର ପ୍ରସ୍ତାବକୁ ମୋହର, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରସ୍ତାବକୁ ମୋହର October 11, 2021October 11, 2021 S pani 0 Comments Read more
Fast News ଜାମ୍ମୁ ଓ କାଶ୍ମୀର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ଜଣେ JCOଙ୍କ ସମେତ ୫ ଯବାନ ସହିଦ ହୋଇଥିବା ସୂଚନା, ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଗୁଳି ବିନିମୟ October 11, 2021October 11, 2021 S pani 0 Comments Read more
Fast News ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲା, ବୁଧବାର ହେବ ଆର୍ଯ୍ୟନ ଖାନଙ୍କ ଜାମିନ୍ ଶୁଣାଣି, ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟରେ ବୁଧବାର ହେବ ଶୁଣାଣି October 11, 2021October 11, 2021 S pani 0 Comments Read more
Fast News ‘ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ବରରୁ ଆସୁଛି’, ‘ସଚେତନ କରାଇବା ସତ୍ତ୍ବେ ହାଟ, ବଜାରରେ ଭିଡ଼ ହେଉଛି’, ‘ଭୁବନେଶ୍ବରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି’, ‘ଲୋକ ସଚେତନ ହେଉ ନ ଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି’, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା October 11, 2021October 11, 2021 S pani 0 Comments Read more
Fast News ବାଲୁଗାଁ ଗାଡ଼ି ସହ ୫୦ କ୍ୱିଣ୍ଟାଲ ମହୁଲ ଜବତ କଲା ପୁଲିସ, ଢେଙ୍କାନାଳରୁ ବାଣପୁର ଚାଲାଣ ବେଳେ ପ୍ରତାପ ଗାଁରୁ ଜବତ, ୩ ଅଟକ, ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବା ସୂଚନା October 11, 2021October 11, 2021 S pani 0 Comments Read more
Fast News ବାଲିଗୁଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା: ଜି. ଉଦୟଗିରି ବିଧାୟକଙ୍କ ବେଆଇନ୍ କୋଠା ନିର୍ମାଣକୁ ଅଭିଯୋଗ କରି ବନ୍ଦ ଡାକରା ଦିଆଯାଇଛି, ଗାଡ଼ି ଚଳାଚଳ ପ୍ରଭାବିତ ସହ ବନ୍ଦ ରହିଛି ଦୋକାନ ବଜାର October 11, 2021October 11, 2021 S pani 0 Comments Read more
Fast News ଢେଙ୍କାନାଳ ଗଁଦିଆ ଥାନାର ୫ ପୁଲିସ କର୍ମଚାରୀ ଗାଁ ଭିତରେ ଅଟକ: କାଲି ରାତିରେ ପାଟ୍ରୋଲିଂ କରିବାକୁ ଯାଇ କୋକେଇଦା ଗାଁରେ ଅଟକ, ଗାଁ ଭିତରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ବିବାଦ ଲାଗି ରହିଥିଲା, ପ୍ରଶାସନ ଗାଁ ଲୋକଙ୍କ କଥା ଶୁଣୁ ନ ଥିବାରୁ ୫ ପୁଲିସଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ October 11, 2021October 11, 2021 S pani 0 Comments Read more
Fast News ମହୁମାଛି ଆକ୍ରମଣରେ ବାପ, ଝିଅ ମୃତ: ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି, ମୃତ ବାପ, ଝିଅ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ାର, କାଲି ମହୁମାଛି ଆକ୍ରମଣ ଯୋଗୁ RGHରେ ଭର୍ତ୍ତି ହୋଇଥିଲେ October 11, 2021October 11, 2021 S pani 0 Comments Read more
Fast News ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିସ ଅନୁରାଗ ମୃତ୍ୟୁ ଘଟଣା, ଡାଏଟମ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ, ପୋଖରୀ ପାଣି ଓ ମୃତଦେହରୁ ପାଣିକୁ ଫରେନସିକ ଲାବ୍କୁ ପଠାଇଲା ପୋଲିସ, ପାଣିରେ ବୁଡ଼ି ମୃତ୍ୟୁ ନା ହତ୍ୟା କରି ଫିଙ୍ଗାଯାଇଛି ସ୍ପଷ୍ଟ ପାଇଁ ହେବ ଡାଏଟମ ଟେଷ୍ଟ October 11, 2021October 11, 2021 S pani 0 Comments Read more
Fast News ଆଜି ଭାରତୀୟ ମହାକାଶ ସଂଗଠନ-ISAର ଉଦ୍ଘାଟନ କାର୍ଯ୍ୟକ୍ରମ, ଦିନ ୧୧ଟାରେ ସଂଗଠନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ, ଅଗ୍ରଣୀ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନା କରିବେ ମୋଦି October 11, 2021October 11, 2021 S pani 0 Comments Read more