ପରଲୋକରେ ପ୍ରସିଦ୍ଧ ଟିଭି ସିରିଏଲ୍‌ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେ

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଟିଭି ସିରିଏଲ୍‌ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେ। ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦନ ତଳେ କରୋନାରେ ସଂକ୍ରମିତ

Read more

ଖୋର୍ଦ୍ଧା ହାତୀ ଆକ୍ରମଣରେ ୫ ବନ କର୍ମଚାରୀ ଆହତ, ଜଣେ ଏସିଏଫ୍ ସମେତ ୫ ବନବିଭାଗ କର୍ମଚାରୀ ଆହତ, ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଅଘଟଣ, ହାତୀକୁ ଟ୍ରାଙ୍କୁଲାଇଜ କରି ପାଖକୁ ଯିବାବେଳେ ଆକ୍ରମଣ କରିଥିଲା ହାତୀ,ହାତୀଟି ସଂପୂର୍ଣ୍ଣ ନିଶ୍ଚେତ ହୋଇ ନଥିବାରୁ ଅଘଟଣ ସୂଚନା

Read more

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ଗୁରୁତର, ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଳାବନ୍ଧ ନିକଟରେ ଦୁର୍ଘଟଣା, କଟକ SCBରୁ ସୁସ୍ଥ ହୋଇ ଜାମସେଦପୁରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି,ଦୁର୍ଘଟଣା ପରେ ୪ ଜଣଙ୍କୁ ଗରୁତର ଅବସ୍ଥାରେ ପୁଣି କଟକ ସ୍ଥାନାନ୍ତର

Read more

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିନାପାଲିର ଲାଞ୍ଚୁଆ ICDS ସୁପରଭାଇଜର, ସୁପରଭାଇଜର ହର୍ଷମଣି ଦେଈଙ୍କୁ ଗିରଫ କଲା ଭିଜିଲାନ୍ସ, ସିନାପାଲି ବସଷ୍ଟାଣ୍ଡରେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ, ଶାଗୁନଭାଡ଼ିରେ ଅଙ୍ଗନବାଡ଼ି କର୍ମୀ ଭାବେ ଚାକିରି ଦେବାକୁ ନେଉଥିଲେ ଲାଞ୍ଚ, ଜିଲ୍ଲାର ୩ଟି ସ୍ଥାନରେ ଚଢ଼ାଉ

Read more

କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ନବୀନ, ୩୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ବି କରିବେ, ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ମୁତୟନ

Read more

ଗୁଜରାଟ ସୁରତର ନିୟୋଲରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ଅଧିବାସୀ ହୋଇଥିବା ସୂଚନା, ସୁରତ ପୋଲିସ ଓଡ଼ିଶାକୁ ମାମଲା ହସ୍ତାନ୍ତର କରିବା ସମ୍ଭାବନା, ପୂର୍ବରୁ ମଧ୍ୟ ଗଞ୍ଜେଇ ଜବତ ମାମଲାରେ ମିଳିଥିଲା ଓଡ଼ିଶା ଲିଙ୍କ

Read more

ବାୟୁସେନାର ଗ୍ରୁପ୍‌ କ୍ୟାପ୍‌ଟେନ ଅଭିନନ୍ଦନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିଲେ ଅଭିନନ୍ଦନ, ୨୦୧୯ ଫେବ୍ରୁଆରି ୨୭ର ଏହି ଘଟଣା ବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ

Read more