ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା; ଏନେଇ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ଯକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ

Read more

ଜାମ୍ମୁ ଓ କାଶ୍ମୀରର ଦୁଇଟି ଅଞ୍ଚଳରେ ଏନ୍‌କାଉଣ୍ଟର, ଅନନ୍ତନାଗ ଓ ବାନ୍ଦିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଅନନ୍ତନାଗରେ ଜଣେ ଆତଙ୍କବାଦୀ ନିହତ, ଜଣେ ସୁରକ୍ଷାକର୍ମୀ ଆହତ

Read more

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୬୬ ହଜାର ୯୫୩କୁ ବୃଦ୍ଧି

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୬୬ ହଜାର ୯୫୩କୁ ବୃଦ୍ଧି; ସଂକ୍ରମିତଙ୍କ ସଂଖ୍ୟା ୨୩ କୋଟି ୮୬ ଲକ୍ଷ ୩୦ ହଜାର ୮୨କୁ ବୃଦ୍ଧି,

Read more

ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ଭାତ ଖାଇବାକୁ କିଏ ପସନ୍ଦ କରେ ନାହିଁ, କିନ୍ତୁ ଭାତ ଉପରେ ସମ୍ପ୍ରତି ଗବେଷଣା ଆପଣଙ୍କ ଚିନ୍ତା ବଢ଼ାଇପାରେ, ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମ୍ପୂର୍ଣ୍ଣ ରୂପେ ସିଝି ନଥିବା ଭାତ ଅର୍ଥାତ୍ ଅଳ୍ପ ରନ୍ଧା ଚାଉଳ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିପାରେ, ବାସ୍ତବରେ, ବର୍ତ୍ତମାନର ଯୁଗର ଅଧିକାଂଶ ଖାଦ୍ୟ ରାସାୟନିକ ପଦାର୍ଥ ବିନା ପ୍ରସ୍ତୁତ ନୁହେଁ ଓ ଆମେ ସେଗୁଡିକୁ ବହୁତ ବେପରୁଆ ଭାବରେ ଖାଉଛୁ, ଭବିଷ୍ୟତରେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ପ୍ରୋତ୍ସାହନ ଦେଇପାରେ

Read more

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ; ୧୫ ମୃତ

ମସ୍କୋ ବଡ ଧରଣର ବିମାନ ଦୁର୍ଘଟଣା। ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ

Read more

ଦେଶରେ କୋଇଲା ସଂକଟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କ ପ୍ରତିକ୍ରିୟା, ଦେଶରେ କୌଣସି ପ୍ରକାର ବିଦ୍ୟୁତ ସଙ୍କଟ ନାହିଁ । କୋଇଲା ମହଜୁଦ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି, କୋଇଲା ସଙ୍କଟ ନେଇ ଅଜଥା ଅପପ୍ରଚାର କରାଯାଉଛି। ଏନେଇ ଆମେ ଟାଟା ପାୱାର CEOଙ୍କୁ ଚେତାବନୀ ଦେଇଛୁ । ଉପଭୋକ୍ତାଙ୍କୁ କୌଣସି ଭିତ୍ତିହୀନ ମେସେଜ ଦେଲେ କାର୍ଯ୍ୟାନୁଷ୍ଠାନ ହେବ: ଆର.କେ ସିଂହ

Read more