

- SBI ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ, ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆ ଗିରଫ, ତାଙ୍କ ଘରୁ ୧ କେଜି ୧୮୯ ଗ୍ରାମ ସୁନା ଗହଣା ଜବତ
- ଆସନ୍ତାକାଲି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’ | ଦେଶର ପ୍ରଥମ ରାଜ୍ୟ ଭାବେ OmiSure test kit ଆଣୁଛି ଓଡ଼ିଶା | ଓମିକ୍ରନ ଚିହ୍ନଟରେ ସହାୟକ ହେବ ‘ଓମିସିୟୋର କିଟ୍’ |ରାଜ୍ୟ ସରକାର ୫ ଲକ୍ଷ ‘ଓମିସିୟୋର କିଟ୍’ ମଗାଇଛନ୍ତି ବୋଲି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ