କୋରାପୁଟର ଲୋକସଭା ସାଂସଦ ସପ୍ତଗିରି ଉଲାକା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା । ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି । ସେ କୋଭିଡ୍‌ ପଜେଟିଭ୍‌ ବୋଲି ଚିହ୍ନଟ ହୋଇଥିବା ଏଥିରେ ସେ ସୂଚନା ଦେଇଛନ୍ତି । ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ସେ ଏବେ ଘରେ ସଙ୍ଗରୋଧରେ ରହିଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି । ତାଙ୍କ ସହ ବିଗତ ଦିନରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହିବା ସହ କୋଭିଡ୍‌ ପରୀକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *