ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ଦେଖିବାକୁ କଟକ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲିଙ୍କ ଗସ୍ତ ନେଇ ସୂଚନା ଦେଲା ଓସିଏ |

Leave a Reply

Your email address will not be published. Required fields are marked *