ଆସନ୍ତା ୧୯ରୁ FIH ପ୍ରୋ ଲିଗ୍ ଖେଳିବା ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ | ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବ ଟିମ୍ | ନେଦରଲ୍ୟାଣ୍ଡ, ସ୍ପେନ, ଜର୍ମାନୀ ଓ ଇଂଲଣ୍ଡର ମହିଳା ଟିମ୍ ଭୁବନେଶ୍ବର ଆସିବେ

FIH ପ୍ରୋ ଲିଗ୍ ଖେଳିବା ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ | ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବ ଟିମ୍ | ଆସନ୍ତା ୧୯ରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପ୍ରୋ ଲିଗ୍ | ନେଦରଲ୍ୟାଣ୍ଡ, ସ୍ପେନ, ଜର୍ମାନୀ ଓ ଇଂଲଣ୍ଡର ମହିଳା ଟିମ୍ ଭୁବନେଶ୍ବର ଆସିବେ

Leave a Reply

Your email address will not be published. Required fields are marked *