ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି ଓ ସୁନ୍ଦରଗଡରେ ତାପମାତ୍ରାରେ ୭.୫ ଡିଗ୍ରୀ । ସୁବର୍ଣ୍ଣପୁର ୮.୨,ଟିଟିଲାଗଡ ୮.୩, କେନ୍ଦୁଝର ୮.୬,ଝାରସୁଗୁଡା ୮.୮, ଭବାନୀପାଟଣା ଓ ବୌଦ୍ଧ ୯ ଡିଗ୍ରୀ । ହୀରାକୁଦ ୯.୫, କୋରାପୁଟରେ ୯.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୨.୪, କଟକ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *