ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ନିକଟ ତଣ୍ଡାଗୁଡ଼ା ନିକଟରେ ପୋଲିସ ଗାଡି ଓଲଟି ଘଟଣାସ୍ଥଳରେ ୩ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ, ୧୦ରୁ ଅଧିକ ଆହତ | ଆହତମାନେ ପାପଡ଼ାହାଣ୍ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି | ନିର୍ବାଚନ ଡ୍ୟୁଟିରେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯିବା ବେଳେ ଦୁର୍ଘଟଣା

Leave a Reply

Your email address will not be published. Required fields are marked *