ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇଛକରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଗୋପ ମେଡିକାଲରେ ଦୁଇ ବନ୍ଧୁଙ୍କ ମୃତ୍ୟୁ । ମୃତକ-କାକଟପୁର ଥାନା ଅସୁରଖଳା ଅଞ୍ଚଳର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ । ବାଇକ୍‌ ଓ ବ୍ୟାଗ୍‌ ଜବତ କଲା କୋଣାର୍କ ପୋଲିସ, ତଦନ୍ତ ଜାରି ।

Leave a Reply

Your email address will not be published. Required fields are marked *