ଯାଜପୁର ବିଞ୍ଝାରପୁର ଥାନାର SI ଫକିର ମୋହନ ସିଂହ ଗିରଫ | ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ,, ଅଭିଯୁକ୍ତକୁ ଗିରଫ ନ କରିବାକୁ ଲାଞ୍ଚ ନେଉଥିଲେ ଫକିର ମୋହନ | ବିଞ୍ଝାରପୁର ଓ କଟକର କନ୍ଦରପୁର ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ।

ଯାଜପୁର ବିଞ୍ଝାରପୁର ଥାନାର ଲାଞ୍ଚୁଆ SI ଫକିର ମୋହନ ସିଂହ ଗିରଫ | ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ,, ଅଭିଯୁକ୍ତକୁ ଗିରଫ ନ କରିବାକୁ ଲାଞ୍ଚ ନେଉଥିଲେ ଫକିର ମୋହନ | ବିଞ୍ଝାରପୁର ଓ କଟକର କନ୍ଦରପୁର ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ।

Leave a Reply

Your email address will not be published. Required fields are marked *