

- ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି | ଚମକୌର ସାହିବ ଆସନ ଏବଂ ଭଦୌର ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି ପଛୁଆ | ଅମୃତସର ପୂର୍ବ ଆସନରେ ନବୋଜିତ ସିଂହ ସିଦ୍ଧୁ ପଛୁଆ |
- ପଞ୍ଜାବରେ ବିଜେପିର ପ୍ରଥମ ବିଜୟ । ପଠାନକୋଟ ଆସନରେ ଅଶ୍ବିନୀ କୁମାର ଶର୍ମା ବିଜୟୀ