ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, କହିଲେ-ମମିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ, ଖଣ୍ଡେ ଭୋଟ୍ ପାଇଁ ବିଜେଡି ସବୁକିଛି କରିପାରେ,ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ସେୟାର କଲେ, କଳାହାଣ୍ଡିବାସୀ ଏହାର ଜବାବ ଦେବେ

Leave a Reply

Your email address will not be published. Required fields are marked *