ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଅପରାହ୍‌ଣରେ ବସିବ ଛତିଶା ନିଯୋଗ ବୈଠକ । କୋଭିଡ ମାର୍ଗଦର୍ଶିକାକୁ ନେଇ ବୈଠକରେ ହେବ ଆଲୋଚନା| ଜାନୁଆରି ୩୧ ଯାଏ ସର୍ବସାଧାରଣ ଦର୍ଶନ ଉପରେ ଲାଗିଛି କଟକଣା ।

Leave a Reply

Your email address will not be published. Required fields are marked *