ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି; ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ସଭା କରି ଅବଗତ କରାଯିବ, ଲୋକସଭାରେ ୮୧ ମହିଳା ଅଛନ୍ତି, ଆଇନ ଲାଗୁ ହେଲେ ୧୮୨କୁ ବଢ଼ିବ, ଓଡ଼ିଶାରେ ୧୮ ଜଣ ବିଧାୟିକା ଅଛନ୍ତି, ୫୦କୁ ବୃଦ୍ଧି ପାଇବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

Leave a Reply

Your email address will not be published. Required fields are marked *