ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

‘ଜନଜାତୀୟ ଗୌରବ ଦିବସ’ ପାଳନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀଙ୍କୁ ଏବଂ ଜନଜାତି ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
‘ଜନଜାତୀୟ ଗୌରବ ଦିବସ’ ଜନଜାତି ସମ୍ପ୍ରଦାୟର ଇତିହାସକୁ ଉଜ୍ଜିବୀତ କରିବ
ଆଖୁଛେଦାରୁ ପ୍ରସ୍ତୁତ ଇଥାନଲର ଅଧିକ ମୂଲ୍ୟ କିଣିବା ନିଷ୍ପତ୍ତି ଆଖୁଚାଷୀଙ୍କୁ ଲାଭ ଦେବ ।

ଭାରତୀୟ କପା ଆୟୋଗକୁ ୧୭ ହଜାର ୪୦୮ କୋଟି ପ୍ରଦାନ ଚାଷୀ ଲାଭ ପାଇବେ
ପ୍ୟାକେଜିଂରେ ଝୋଟର ନିରନ୍ତର ବ୍ୟବହାର ଦ୍ବାରା ଚାଷୀ ଉପକୃତ ହେବେ: ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *