ଆସନ୍ତାକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ | ପ୍ରାୟ ୧୦ଟି ପ୍ରସ୍ତାବରେ ବାଜିପାରେ କ୍ୟାବିନେଟ ମୋହର | କ୍ୟାବିନେଟ୍ ବୈଠକ ପରେ ବସିବ ମନ୍ତ୍ରୀ ପରିଷଦ ବୈଠକ | ୨୦୨୩-୨୪ବର୍ଷ ପାଇଁ ଅତିରିକ୍ତ ବଜେଟ୍କୁ ଅନୁମୋଦନ ମିଳିବ |

Leave a Reply

Your email address will not be published. Required fields are marked *