Fast News ଏନ୍ଏଚ୍-୫୭ର ବୋଲଗଡ଼ କପାସିଆ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ୍ୟୁ; ଟାୟାର ଜାଳି ଲୋକେ କରିଛନ୍ତି ରାସ୍ତା ଅବରୋଧ, ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ October 31, 2021October 31, 2021 S pani 0 Comments Read more
Fast News ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣା ଦେବ BJD; ସାଇକେଲ ରାଲିରେ ରାଜଭବନ ଅଭିମୁଖେ BJD; ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ; ବିଧାୟକ ପ୍ରଣବ ବଳବନ୍ତ ରାୟ ଉପସ୍ଥିତ; ଦରଦାମ କମାଇବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ BJDର ଛାମୁଆ ସଂଗଠନ October 31, 2021October 31, 2021 S pani 0 Comments Read more
Fast News ଭୁବନେଶ୍ବର ବିମାନବନ୍ଦରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼; ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ October 31, 2021October 31, 2021 S pani 0 Comments Read more
Fast News Sports ଆଜି T-20 ବିଶ୍ବକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍; ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ହାରିଛନ୍ତି, ଉଭୟ ଟିମ୍ ଆଜି ହାରିଲେ ସେମି ପାଇଁ ରାସ୍ତା କଠିନ ହେବ, ଭାରତୀୟ ଟିମ୍ରେ ଆଜି ହୋଇପାରେ ପରିବର୍ତ୍ତନ, ଆଜି ଆଉ ଏକ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ ନାମିବ୍ୟା October 31, 2021October 31, 2021 S pani 0 Comments Read more
Fast News ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NACର କନିଷ୍ଠ ଯନ୍ତ୍ରୀ, ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ରଶ୍ମିରଞ୍ଜନ ବେହେରା ଗିରଫ, ସହରାଞ୍ଚଳ ଆବାସ ଯୋଜନାରେ ୪୦ହଜାର ଟଙ୍କା ରିଲିଜ ପାଇଁ ନେଉଥିଲେ ଲାଞ୍ଚ, ଆବାସ ଯୋଜନାରେ ମହିଳା ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ October 30, 2021October 30, 2021 S pani 0 Comments Read more
Fast News ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ, ଏଣିକି ଏସବୁ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେବାକୁ BMC ର ଅନୁମତି, ପୂର୍ବରୁ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା October 30, 2021October 30, 2021 S pani 0 Comments Read more
Fast News ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ୨ ନକଲି IAS ଗିରଫ, ୨ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାରଙ୍କୁ ଗିରଫ କଲା EOW, ନିଜକୁ IAS ଅଫିସର କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ ଉଭୟ, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର October 30, 2021October 30, 2021 S pani 0 Comments Read more
Fast News ବିଭିନ୍ନ ସ୍ଥାନରେ ଟାଙ୍କିରେ ଫସି ଶ୍ରମିକ ମୃତ୍ୟୁ ମାମଲାରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ରାୟଗଡ଼ା, କଟକ, ଭୁବନେଶ୍ୱରରେ ୬ ଜଣ ଶ୍ରମିକ ଟାଙ୍କିରେ ଫସି ମୃତ୍ୟୁ ବରଣ କରିଥିଲେ October 30, 2021October 30, 2021 S pani 0 Comments Read more
Fast News ମମିତା ହତ୍ୟା ମାମଲାରେ ନ୍ୟାୟ ଦାବିରେ ଭୁବନେଶ୍ୱର ରାଜଧାନୀ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ; କଲେଜ ସମ୍ମୁଖ ରାସ୍ତା ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ;ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ନାରାବାଜି; ହୋହଲ୍ଲା,ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ October 30, 2021October 30, 2021 S pani 0 Comments Read more
Fast News ଗୃହ ରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି, ସିଆରପିସି ଅନୁସାରେ ସମ୍ମାନ ହାନି ହେଲେ ହିଁ ମାନହାନି ମାମଲା ହେବ, ମନ୍ତ୍ରୀ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ – ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା October 30, 2021October 30, 2021 S pani 0 Comments Read more