Fast News ମହାଲିଙ୍ଗ ସନ୍ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା; ମମିତାଙ୍କ ଭାଇକୁ ଭେଟିଲେ ବିଜେଡି ନେତା ଅଜୟ ଦାସ, ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ପ୍ରତିଶ୍ରୁତି October 31, 2021October 31, 2021 S pani 0 Comments Read more
Fast News ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଜେଟିପି ବାଇକ୍ ଚଳାଇ ଯାଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପ୍ରତିକ୍ରିୟା, ଜେଟିପି ବିଜୟ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବାରିକେଡ୍ ଦେଇ ସିଲ୍ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ଗେଟ୍ October 31, 2021October 31, 2021 S pani 0 Comments Read more
Fast News ସ୍କୁଲ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରି ଯୁବକ ଗିରଫ, ଗୁଜୁରାଟରୁ ଗିରଫ କଲା କଟକ ସିଡ଼ିଏ ଫେଜ2 ଥାନା ପୋଲିସ, ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ କହି ବ୍ଲାକ୍ମେଲ କରୁଥିବା ଅଭିଯୋଗ October 31, 2021October 31, 2021 S pani 0 Comments Read more
Fast News ଖୋର୍ଦ୍ଧାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଅର୍ଥ ହେରଫେର ମାମଲା; ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ ଫାଇନାନ୍ସ ଅଫିସର ହିମାଂଶୁ କବି ଗିରଫ, ଗତ ମାସ ୧.୨୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା October 31, 2021October 31, 2021 S pani 0 Comments Read more
Fast News ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ; ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା, ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା, ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି, ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବ October 31, 2021October 31, 2021 S pani 0 Comments Read more
Fast News ଦୀପାବଳି ପରେ ଆରମ୍ଭ ହୋଇପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ; ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, କହିଲେ- ଦୀପାବଳି ପରେ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି,ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଛି October 31, 2021October 31, 2021 S pani 0 Comments Read more
Fast News ସଦର ଥାନା କୁରୁଡ଼ା ଛକରେ ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା; ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ, ମୃତ ଯୁବକ ସ୍ଥାନୀୟ ଜଗନ୍ନାଥପାଟଣାର, ହତ୍ୟା କରି ଦୁର୍ବୃତ୍ତ ଫେରାର October 31, 2021October 31, 2021 S pani 0 Comments Read more
Fast News ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଖୋଦ୍ ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି October 31, 2021October 31, 2021 S pani 0 Comments Read more
Fast News ଗହିରମଥାରେ କାଲିଠୁ ୭ ମାସ ପାଇଁ ବୋଟ୍ ଚଳାଚଳ ଓ ମାଛଧରା ଟ୍ରଲର ଚଳାଚଳ ଉପରେ କଟକଣା; ମେ ୩୧ ତାରିଖ ଯାଏଁ ଜାରି ରହିବ କଟକଣା, ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ କଟକଣା ଜାରି October 31, 2021October 31, 2021 S pani 0 Comments Read more
Fast News କାମ ବନ୍ଦ କରି ରାସ୍ତା ଅବରୋଧ ସହ ସଦର ଥାନା ଆଗରେ ଶତାଧିକ ସଫେଇ କର୍ମଚାରୀଙ୍କ ଧାରଣା; ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ପୁଅର ମୃତ୍ୟୁକୁ ନେଇ ଧାରଣା; କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ October 31, 2021October 31, 2021 S pani 0 Comments Read more