Fast News ବାରିପଦା: ହେଲିପ୍ୟାଡ୍ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ ବେଳେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼, ଦୁଇ ଯୁବକଙ୍କୁ କିଛି ବିଜେଡି ସମର୍ଥକ ନିସ୍ତୁକ ପିଟିଥିବା ସୂଚନା, ମାଡ଼ରେ ଉଭୟଙ୍କ ମୁହଁ ଫାଟିଲା October 22, 2021October 22, 2021 S pani 0 Comments Read more
Fast News ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲା: କମିଶନରେଟ୍ ପୁଲିସ୍ର କନଷ୍ଟେବଲ ପ୍ରସନ୍ନ ବେହେରା ନିଲମ୍ବିତ, ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ ବେହେରା, ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ନିଲମ୍ବନ କଲେ ଡିସିପି October 22, 2021October 22, 2021 S pani 0 Comments Read more
Fast News ନରସିଂହପୁର ଥାନା ପରିସର ରଣକ୍ଷେତ୍ର, ୩ ଜଣ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ବ୍ୟକ୍ତି ଆହତ, ଧାରଣାକୁ ନେଇ ଉତ୍ତେଜନା ପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ, ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିଲା October 22, 2021October 22, 2021 S pani 0 Comments Read more
Fast News ମୁମ୍ବାଇ ପରେଲରେ ୬୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ଅବିଘ୍ନ ପାର୍କ ଆପାର୍ଟମେଣ୍ଟର ୧୯ତମ ମହଲାରେ ଲାଗିଲା ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ୱାଚମ୍ୟାନ October 22, 2021October 22, 2021 S pani 0 Comments Read more
Fast News ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ, ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି, ‘ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ’, ‘ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ’, ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ: ନବୀନ October 22, 2021October 22, 2021 S pani 0 Comments Read more
Fast News ମମିତା ମେହର ହତ୍ୟା ମାମଲା, ଇସ୍ତଫା ଦାବିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଆଗରେ ଯୁବ କଂଗ୍ରେସର ବିକ୍ଷୋଭ, ଭବାନୀପାଟଣା ଘର ଆଗରେ ଅଣ୍ଡା ଓ ଟମାଟୋ ମାଡ଼ କଲେ ଯୁବ କଂଗ୍ରେସ କର୍ମୀ, ପୋଲିସ ଏବଂ ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ October 22, 2021 S pani 0 Comments Read more
Fast News ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଆଦିତ୍ୟ ପାଢ଼ୀଙ୍କ ପତିକ୍ରିୟା; ଗତକାଲି ଜିଲ୍ଲାପାଳମାନଙ୍କ ସହ VCରେ ଆଲୋଚନା ହୋଇଥିଲା, ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ, ବ୍ଲକସ୍ତରରେ ଗଣତି ହେବ, ବ୍ଲକରେ ଷ୍ଟ୍ରଙ୍ଗ ରୁମ କରାଯିବ, ତେଣୁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡିବ October 22, 2021October 22, 2021 S pani 0 Comments Read more
Fast News ମହାଲିଙ୍ଗ ସନ୍ସାଇନ କଲେଜ ଶିକ୍ଷୟିତୀ ମମିତା ମେହର ହତ୍ୟା ମାମଲା, ଭୁବନେଶ୍ବର କ୍ୟାପିଟାଲ ଥାନାରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ବିକ୍ଷୋଭ October 22, 2021October 22, 2021 S pani 0 Comments Read more
Fast News ରାଜ୍ୟରେ ଦିନକରେ ଆଉ ୪୬୭ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯୫ ରୋଗୀ ଚିହ୍ନଟ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୬ ଜଣ, ୪ ହଜାର ୭୪୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ October 22, 2021October 22, 2021 S pani 0 Comments Read more
Fast News ଅଏଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବର ରସୁଲଗଡ଼ରୁ 250 କେଜି ଗଞ୍ଜେଇ ଜବତ; ୨ ଗିରଫ, କୋରାପୁଟରୁ ବିହାର ଚାଲାଣ ହେଉଥିବା ବେଳେ ଧରିଲା NCB October 22, 2021October 22, 2021 S pani 0 Comments Read more