Fast News ଲମତାପୁଟ: ମାଛକୁଣ୍ଡ ଥାନା ତୁକୁମ ଗାଁରେ ଆନ୍ଥ୍ରାକ୍ସ ଭୟ, ଜଣଙ୍କର ମୃତ୍ୟୁ ଆଶଙ୍କା କରୁଛନ୍ତି ଚିକିତ୍ସା କରୁଥିବା ଡାକ୍ତର, ଗାଁରେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର; ୫ ଜଣଙ୍କ ଠାରେ ରହିଛି ଲକ୍ଷଣ, ଚୂଡ଼ାନ୍ତ ଲ୍ୟାବ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି October 24, 2021October 24, 2021 S pani 0 Comments Read more
Fast News ମମିତା ହତ୍ୟା ମାମଲା: ଚମ୍ପଟ୍ ମାରିବା ବେଳେ ଗୋବିନ୍ଦ ସାହୁ ପାଖରେ ମୋବାଇଲ୍ ରଖିଥିଲା, ଆଖୁବାଡ଼ିରେ ଲୁଚିଥିଲା ବେଳେ ମୋବାଇଲ୍ ବ୍ୟବହାର କରୁଥିଲା, ମୋବାଇଲ୍ ଟ୍ରାପ୍ ଯୋଗୁଁ ଧରାପଡ଼ିଥିଲା; ତା’ଠାରୁ ୩ଟି ମୋବାଇଲ୍ ଜବତ କରିଛି ପୁଲିସ୍ October 24, 2021October 24, 2021 S pani 0 Comments Read more
Fast News ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୪୧୧କୁ ବୃଦ୍ଧି October 24, 2021October 24, 2021 S pani 0 Comments ସୁସ୍ଥ ହେଲେଣି ୧୦ ଲକ୍ଷ ୨୫ ହଜାର ୫୦୭ ଜଣ ରୋଗୀ । ୪ ହଜାର ୫୪୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । Read more
Fast News ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା, ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ, ମୃତଦେହ ଉଦ୍ଧାର କଲା ଦମକଳବାହିନୀ, ମାନସିକ ଚାପରୁ ଆତ୍ମହତ୍ୟା କରିଥିବା ସନ୍ଦେହ October 24, 2021October 24, 2021 S pani 0 Comments Read more
Fast News ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା, କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୨ କୋରୋନା ରୋଗୀଙ୍କ ମୃତ୍ୟୁ, କଳାହାଣ୍ଡି ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ, ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୮ ହଜାର ୩୦୯କୁ ବୃଦ୍ଧି October 24, 2021October 24, 2021 S pani 0 Comments Read more
Fast News ବଣାଇ ସହର ଭିତରେ ପଶିଲେ ୨ଟି ଦନ୍ତା, ଲୋକେ ଭୟଭୀତ, ବ୍ରାହ୍ମଣୀ ନଦୀ ପାର ହୋଇ ନର୍ସରୀ ଭିତରେ ପଶି ବ୍ୟାପକ ନଷ୍ଟ କରିଛନ୍ତି, ୮ ଦିନ ହେଲା ଏହି ୨ ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଅତିଷ୍ଠ October 24, 2021October 24, 2021 S pani 0 Comments Read more
Fast News ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର, କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି, ଅଧିକାଂଶ ସ୍ଥାନରେ ଲିଟର ପିଛା ୧୧୦ ଟଙ୍କା ମୁହାଁ ପେଟ୍ରୋଲ October 24, 2021October 24, 2021 S pani 0 Comments Read more
Fast News ଖୋର୍ଦ୍ଧା: ଟାଉନ ଥାନା ବିଡିଏ କଲୋନି ଅଞ୍ଚଳରେ ଅବକାରୀ ଚଢ଼ଉ, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ଉ, ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୭୦୦ ବୋତଲ କଫସିରପ୍ ଜବତ, ନଗଦ ୪୯ ହଜାର ଟଙ୍କା ମଧ୍ୟ ଜବତ, ଜଣେ ଅଭିଯୁକ୍ତ ଗିରଫ October 23, 2021October 23, 2021 S pani 0 Comments Read more
Fast News ଡ୍ରଗ୍ସ ଲିଙ୍କ୍: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପୁଣି ପଚରାଉଚରା କରିବ NCB, ଆସନ୍ତା ସୋମବାର ପଚରାଉଚରା ପାଇଁ ଅନନ୍ୟାଙ୍କୁ ନୋଟିସ ଜାରି, ଗତକାଲି ୪ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା October 23, 2021October 23, 2021 S pani 0 Comments Read more
Fast News ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ, ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା ଅଟକ, ହୋଟେଲ ସାଉଥ ସିଟିକୁ ଲିଜ୍ରେ ନେଇ ଚଲାଉଥିଲେ ପ୍ରସନ୍ନ ବେହେରା, ବିନା ଲାଇସେନ୍ସରେରେ ଚାଲିଥିଲା ବାର୍ October 22, 2021October 22, 2021 S pani 0 Comments Read more