ଓଡ଼ିଶା ହାଇକୋର୍ଟର ୩ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର, ୩ ବିଚାରପତିଙ୍କୁ ଶପଥ ପାଠ କରାଉଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର, ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭କୁ ବୃଦ୍ଧି

Read more

ମନୀଷ ଦାସ ହତ୍ୟା ମାମଲା; ଆଜି ରିମାଣ୍ଡର ଦ୍ବିତୀୟ ଦିନ, ଅଭିଯୁକ୍ତଙ୍କୁ ନେଇ ଆଜି କ୍ରାଇମସିନ୍ ରିକ୍ରିଏଟ କରିବ କମିସନରେଟ ପୋଲିସ, ଜେରା ବେଳେ ହତ୍ୟାକାରୀ ସାଙ୍ଗ ଖୋଲିଲା ବିଲ୍ ରହସ୍ୟ, ଏଯାଏ ୬୭ ହଜାର ଟଙ୍କାର ବିଲ୍‌ର ହିସାବ ଦେଇଛନ୍ତି ଅଭିଯୁକ୍ତ, ଏବେ ବି ପୋଖରୀ ଭିତରେ ପଡ଼ି ରହିଛି ମନୀଷଙ୍କ ମୋବାଇଲ

Read more

ଜଗନ୍ନାଥଙ୍କ ଜମି ହଡ଼ପ ମାମଲା; ଦୁଇ ଅବସରପ୍ରାପ୍ତ ଅମିନଙ୍କ ବିରୋଧରେ ସୋର ଥାନାରେ ମାମଲା ରୁଜୁ, ଶ୍ରୀମନ୍ଦିର କାର୍ଯ୍ୟାଳୟର ଫେକ୍‌ ଲେଟରପ୍ୟାଡ୍‌ ଓ ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବଳରେ ଚଞ୍ଚକତା କରିଥିବା ଅଭିଯୋଗ

Read more

ବାଲେଶ୍ବର:ମଥାନୀରେ ବିପଦ ସଂକେତ ଉପରେ ଜଳକା ନଦୀ, ବିପଦ ସଙ୍କେତ 5.50 ମିଟର ଥିବା ବେଳେ, ଜଳସ୍ତର ରହିଛି 6.30 ମିଟର, ଜଳକାରେ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ବସ୍ତା ଓ ସଦର ବ୍ଲକର ୫୦ ଗାଁ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ

Read more

ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ, ରାୟଗଡାର ବଜ୍ରକାପ୍ତା ନବରଙ୍ଗପୁରରେ ବିକ୍ରି ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ

ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ, ରାୟଗଡାର ବଜ୍ରକାପ୍ତା ନବରଙ୍ଗପୁରରେ ବିକ୍ରି ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ

Read more

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ, ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ, ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା

Read more