Fast News ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟାପିକା ନିଖୋଜ ଘଟଣା, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ, ଜେସିବି ଡ୍ରାଇଭର, ମହାଲିଙ୍ଗ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁ ଅଟକ, ଗେଟ୍ କିପର ଓ ମମିତାଙ୍କ ସହଯୋଗୀକୁ ପଚରାଉଚରା କରୁଛି ପୋଲିସ October 20, 2021October 20, 2021 S pani 0 Comments Read more
Fast News ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼, କୁମ୍ଭାରପଡା ଥାନା ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ, ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳା ପୁରୀ ସଦର ହସପିଟାଲରେ ଭର୍ତ୍ତି, କୁଖ୍ୟାତ ଅପରାଧୀ ବିଜୁ ବେହେରା ଗୁଳିମାଡ କରି ଫେରାର ଥିବା ଅଭିଯୋଗ, ପୁରୀ ସଦର ହସ୍ପିଟାଲରୁ ମହିଳା କଟକ ବଡ଼ ମେଡିକାଲ ସ୍ଥାନାନ୍ତର October 20, 2021October 20, 2021 S pani 0 Comments Read more
Fast News ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟାପିକା ନିଖୋଜ ଘଟଣା, ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପିର ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା, ମମିତା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତାଫା ଦାବି କଲା ଦଳ October 20, 2021October 20, 2021 S pani 0 Comments Read more
Fast News ସ୍ପର୍ଶକାତର ଜେଲ୍ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ; ଡ୍ରୋନ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ; ଜେଲରେ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ; ଏଥତ୍ପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା; ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା October 19, 2021October 19, 2021 S pani 0 Comments Read more
Fast News ଉମରକୋଟ: ସରକାରୀ ଅର୍ଥ ଅଡପ ଅଭିଯୋଗରେ ମହିଳା ନାଜିର ଗିରଫ; ଡାବୁଗାଁ ତହସିଲର ନାଜିର ଚନ୍ଦନା ମଣ୍ଡଳଙ୍କୁ ଗିରଫ କଲା ପୁଲିସ October 19, 2021October 19, 2021 S pani 0 Comments Read more
Fast News ପୁରୀ ସମୁଦ୍ରରେ ଭାସିଗଲେ ୨ ପର୍ଯ୍ୟଟକ; ଲାଇଟ ହାଉସ ବେଳାଭୂମି ନିକଟରେ ଭାସିଗଲେ ଜଣେ ପର୍ଯ୍ୟଟକ,ଚକ୍ରତୀର୍ଥ ବେଳାଭୂମି ନିକଟରେ ଭାସିଗଲେ ଅନ୍ୟ ଜଣେ ପର୍ଯ୍ୟଟକ,ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର, ପୁରୀ ମେଡିକାଲରେ ଭର୍ତ୍ତି October 19, 2021October 19, 2021 S pani 0 Comments Read more
Fast News ମମିତା ମୃତ୍ୟୁ ମାମଲା: ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ଲାଗି ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଲା, ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କଲା ଜିଲ୍ଲା ପୁଲିସ October 19, 2021October 19, 2021 S pani 0 Comments Read more
Fast News ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣା; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି, ମହିଳା ମୋର୍ଚ୍ଚାର ଏକ ଟିମ୍ ଘଟଣାସ୍ଥଳକୁ ଯିବ, କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ, ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ- ସମୀର ମହାନ୍ତି October 19, 2021October 19, 2021 S pani 0 Comments Read more
Fast News ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଝିଅମାନଙ୍କ ମାର୍କ ବଢାଇବା ପାଇଁ ଦେହ ବ୍ୟବସାୟ କରାଯାଉଥିଲା; ମମିତାଙ୍କ ବାପାଙ୍କ ସୂଚନା ଆଧାରରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ, କହିଲେ-ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିଲେ, ଘଟଣାର CBI ତଦନ୍ତ କରାଯାଉ,ମନ୍ତ୍ରୀ ଇସ୍ତଫା ଦିଅନ୍ତୁ October 19, 2021October 19, 2021 S pani 0 Comments Read more
Fast News ମୋହନା: ଘାଟିରେ ଭ୍ୟାନ୍ ଓଲଟି ଜଣେ ମୃତ, ୮ ଗୁରୁତର, ଜି.ଉଦୟଗିରି ଗୁଆର ଗାଁ ନିକଟ ଘାଟିରେ ଓଲଟିଲା ଭ୍ୟାନ୍, ଗୁରୁତର ୮ ଜଣଙ୍କ ମଧ୍ୟରୁ ୨ ଶିଶୁ ସୂଚନା, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି, ୨୦ ଯାତ୍ରୀଙ୍କୁ ନେଇ ରେବିଡ଼ିରୁ ନୂଆଗଡ଼ ଯାଉଥିଲା ଭ୍ୟାନ୍ October 19, 2021October 19, 2021 S pani 0 Comments Read more