ଜଳନ୍ଧର ଫଗୱାଡ଼ା ହାଇୱେରେ ସବ ଇନସ୍ପେକ୍ଟରଙ୍କ ବର୍ବରୋଚିତ କାଣ୍ଡ। ଦ୍ରୁତ ଗତିରେ ଯାଉଥିବା ସମୟରେ ରାସ୍ତା ପାର ହେଉଥିବା ଦୁଇ ଜଣ ଯୁବତୀଙ୍କୁ ଦେଲେ ଧକ୍କା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଗଲା

ଜଳନ୍ଧର ଫଗୱାଡ଼ା ହାଇୱେରେ ସବ ଇନସ୍ପେକ୍ଟରଙ୍କ ବର୍ବରୋଚିତ କାଣ୍ଡ। ଦ୍ରୁତ ଗତିରେ ଯାଉଥିବା ସମୟରେ ରାସ୍ତା ପାର ହେଉଥିବା ଦୁଇ ଜଣ ଯୁବତୀଙ୍କୁ ଦେଲେ ଧକ୍କା। ଘଟଣାସ୍ଥଳରେ

Read more

ବଲାଙ୍ଗିର ଲରମ୍ଭା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଲରମ୍ଭା ଥାନା ପୋଲିସ, ସୁଦାମ ପୁଟେଲ, ବିପିନ ପୁଟେଲ, ସୁଶାନ୍ତ ପୁଟେଲ ଓ କୈବଲ୍ୟ ପୁଟେଲ ଗିରଫ, ଜାମିନ ନାମଞ୍ଜୁର ପରେ ବଲାଙ୍ଗିର ଜେଲକୁ ଗଲେ ୪ ଅଭିଯୁକ୍ତ

Read more

୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ, ବାଲେଶ୍ବର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଅନ୍ୟା ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ବି ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରବାଭରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବ

Read more

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା, ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଲେଣି, ପ୍ରଥମ ଡୋଜ ନେଇଛନ୍ତି ୭୮% ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ, ଉଭୟ ଡୋଜ ନେଇଛନ୍ତି ୩୨% ଅର୍ଥାତ ୯୯ ଲକ୍ଷ ୨୨ ହଜାର ୮୪୫ ଲୋକ

Read more

ଗୋପାଳପୁର MLA ପ୍ରଦୀପ ପାଣିଗ୍ରାହୀ ଘରେ ଭିଜିଲାନ୍ସ ରେଡ୍‌ ଘଟଣା, ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକ୍‌ଲେସ୍‌ ସହ ଦସ୍ତାବିଜ ଜବତ, ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍ କରିବେ ଚାଟାର୍ଡ ଆକାଉଣ୍ଟାଣ୍ଟ, ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବ ଭିଜିଲାନ୍ସ

Read more

ବଲାଙ୍ଗିର ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ ଘଟଣା, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କନେଷ୍ଟବଳ ରାକେଶ ବିଶ୍ବାଳ, ଦୟା ଜାନୀ, ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ, ଗତ ୧୦ ଦିନ ଧରି ନିଖୋଜ ଅଛନ୍ତି ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନମିତା ମେହେର, ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ

Read more

ଅନୁଗୋଳ: ବଇଣ୍ଡାର ଜାମୁନାଳି ନିକଟରେ ଟ୍ରେନ୍ ଧକ୍କାରେ ୨ ଜଣ ମୃତ; ମୃତକ ୨ ଜଣ ସଂପର୍କରେ ଖୁଡ଼ୀ, ପୁତୁରା ହୋଇଥିବା ସୂଚନା, ଟ୍ରେନ୍ ଲାଇନ୍ କଡ଼ରେ ଚାଲିଚାଲି ଆସୁଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ

Read more