Fast News ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ; ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର; ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା October 17, 2021October 17, 2021 S pani 0 Comments Read more
Fast News ଗଜପତି: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଡ଼ବା ଥାନା ବିରିକୋଟ ନିକଟରେ ଦୁର୍ଘଟଣା, ଜଣେ ASI, ଜଣେ ହାବିଲଦାର ଏବଂ ୪ ଜଣ କନେଷ୍ଟବଳ ଆହତ, ଭୁବନେଶ୍ବରରୁ ରାୟଗଡ଼ା ଯାଉଥିଲେ ମନ୍ତ୍ରୀ October 17, 2021October 17, 2021 S pani 0 Comments Read more
Fast News ବିହାର ଧାନବାଦ ସିନ୍ଦରୀ ଅଞ୍ଚଳରେ ଦେଖାଗଲା ବିଶାଳକାୟ ଅଜଗର; ଓଜନ ୧୦୦ କିଲୋରୁ ଅଧିକ, ଜେସିବି ମେସିନ୍ ସହାୟତାରେ କରାଗଲା ଉଦ୍ଧାର October 17, 2021October 17, 2021 S pani 0 Comments Read more
Fast News ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ବି ଚାଲିଛି ଚଢାଉ, ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କୁ କରାଯାଉଛି ପଚରାଉଚରା, ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଚଢ଼ାଉରେ ଭିଜିଲାନ୍ସ ସେଲ୍ର ୨ ଜଣ ଅତିରିକ୍ତ SP ଏବଂ ୧୭ DSP ସାମିଲ October 17, 2021October 17, 2021 S pani 0 Comments Read more
Fast News କୋଇଡ଼ାରେ ପୁଣି ହାତୀପଲଙ୍କ ଉତ୍ପାତ, କନ୍ତର କୋଇଡ଼ା ଗାଁରେ ୩ଟି ଘରର କାନ୍ଥ ଭାଙ୍ଗି ଖାଇଗଲେ ଧାନ ଚାଉଳ, ଘର କାନ୍ଥ ପଡ଼ି ୩ ଜଣ ଆହତ ସୂଚନା, ଲୋକେ ଭୟଭୀତ October 17, 2021October 17, 2021 S pani 0 Comments Read more
Fast News ପାଟଣାଗଡ଼ ଲରମ୍ଭା ଥାନା ଭରତବାହାଲ ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ଫେରାର ଅଭିଯୋଗ, ପୁଲିସ୍ କରୁଛି ତଦନ୍ତ October 17, 2021October 17, 2021 S pani 0 Comments Read more
Fast News କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ସ୍ବଦେଶ ଦର୍ଶନ ଯୋଜନାର ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରାଯାଉ, ବୌଦ୍ଧସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ବୁଦ୍ଧିଷ୍ଟ ସର୍କିଟରେ ସାମିଲ ପାଇଁ ଦାବି October 17, 2021October 17, 2021 S pani 0 Comments Read more
Fast News ପାର୍ବଣ ସରିବା ପରେ ପୁଣି ଆକ୍ଟିଭ ଅପରାଧୀ, ଘରେ ପଶି କଳାକନା ବୁଲାଇଲେ, ଭୁବନେଶ୍ବର ଜଗନ୍ନାଥନଗରର ରୋଡ଼ ନମ୍ବର ୮ରୁ ଚୋରି ହୋଇଥିବା ଅଭିଯୋଗ ଶିବାଦତ୍ତ ମହାପାତ୍ରଙ୍କ ଘରେ ପଶି କଳାକନା ବୁଲାଇଲେ ଚୋର October 17, 2021October 17, 2021 S pani 0 Comments Read more
Fast News ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି, ଦିଲ୍ଲୀରେ ପେଟ୍ରୋଲ ଦର ୧୦୫.୪୮ ଟଙ୍କା, ମୁମ୍ବାଇରେ ୧୧୧.୭୭ ଟଙ୍କା October 17, 2021October 17, 2021 S pani 0 Comments Read more
Fast News ଆଜିଠୁ OJEE ୱେବ୍ ବେସ୍ଡ ବିଟେକ୍ କାଉନସେଲିଂ ଆରମ୍ଭ, B.Arch, B.Plan, http://B.CAT, ଇଣ୍ଟିଗ୍ରେଟେଡ http://M.Sc କାଉନସେଲିଂ, ନଭେମ୍ବର ୨ରେ ପଞ୍ଜିକରଣ ଓ ଚଏସ୍ ଲକିଂ ଶେଷ, ଆଜି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଚଏସ ଫିଲିଂ October 17, 2021October 17, 2021 S pani 0 Comments Read more