Fast News ଲଘୁଚାପ ପ୍ରଭାବରେ କେରଳରେ ପ୍ରବଳ ବର୍ଷା ପରେ କୋଟ୍ଟାୟମ ଓ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ, ୭ ମୃତ, ବହୁ ଲୋକ ନିଖୋଜ, ଭୂସ୍ଖଳନରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ରାଜ୍ୟରେ ବନ୍ୟା ସ୍ଥିତି ଉଦ୍ବେଗଜନକ ଥିବା କହିଲେ କେରଳ ମୁଖ୍ୟମନ୍ତ୍ରୀ October 17, 2021October 17, 2021 S pani 0 Comments Read more
Fast News ବିଜୟା ଦଶମୀରେ ଓଡ଼ିଆ ଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ନିଆରା କଳାକୃତି, କୌଣସି ରଙ୍ଗ ବ୍ୟବହାର ନକରି, ମାଆଙ୍କ ଶୃଙ୍ଗାର ପାଇଁ ବ୍ୟବହୃତ ହଳଦୀ; ଚନ୍ଦନ ଆଦି ସାମଗ୍ରୀରେ କଳାକୃତି ତିଆରି October 15, 2021October 15, 2021 S pani 0 Comments Read more
Fast News କଟକ ମାଲଗୋଦାମ ପୁଲିସ ହାତରେ ୨ ବନ୍ଧୁକ ବେପାରୀ, ୨ଟି ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ କଲା ପୁଲିସ October 15, 2021October 15, 2021 S pani 0 Comments Read more
Fast News ଜେଇଇ ଆଡଭାନସଡ୍-୨୦୨୧ ପରୀକ୍ଷା ଫଳ ପ୍ରକାଶିତ, ୩୪୮ ନମ୍ବର ରଖି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଟପ୍ପର, କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର, ୧୧୫ ରାଙ୍କ ସହ ବାଲେଶ୍ବରର ଗୌତମ ଦାସ ଓଡ଼ିଶା ଟପ୍ପର, ଚଳିତ ବର୍ଷ ୧,୪୧,୬୯୯ ଜଣ ଜେଇଇ ପରୀକ୍ଷା ଦେଇଥିଲେ, ୪୧ ହଜାର ୮୬୨ ଜଣ ଛାତ୍ରଛାତ୍ରୀ କୃତକର୍ଯ୍ୟ ହୋଇଛନ୍ତି October 15, 2021October 15, 2021 S pani 0 Comments Read more
Fast News ଦେଶରେ ୨୪ ଘଣ୍ଟାରେ କୋରୋନାରୁ ୩୭୯ ମୃତ, ଦିନକରେ ୧୬,୮୬୨ ଆକ୍ରାନ୍ତ ଚିହ୍ନଟ, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୧ ହଜାର ୮୧୪କୁ ବୃଦ୍ଧି, ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୯୨କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୨,୦୩,୬୭୮, ସୁସ୍ଥ-୩,୩୩,୮୨,୧୦୦ October 15, 2021October 15, 2021 S pani 0 Comments Read more
Fast News ନାଗପୁରରେ RSS ପ୍ରତିଷ୍ଠା ଦିବସରେ ମୋହନ ଭାଗବତଙ୍କ ପ୍ରତିକ୍ରିୟା, ‘ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି, ସାବଧାନ ରହିବା ଉଚିତ୍’, ‘ତାଲିବାନକୁ ଏବେ ବି ଚୀନ୍ ଓ ପାକିସ୍ତାନ ସହଯୋଗ କରୁଛନ୍ତି’, ‘ଭାରତ ପ୍ରତି ଏହି ୨ ଦେଶର ମାନସିକତା କିଛି ବି ମଧ୍ୟ ବଦଳିନି’ October 15, 2021October 15, 2021 S pani 0 Comments Read more
Fast News ନଭେମ୍ବର ୫ ତାରିଖରେ କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ, କେଦାରନାଥରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ ମୋଦି October 15, 2021October 15, 2021 S pani 0 Comments Read more
Fast News କଟକରେ ଭସାଣିକୁ ନେଇ ଡିସିପି ପ୍ରତୀକ ସିଂହଙ୍କ ସୂଚନା, କହିଲେ-୬ଟି ଅସ୍ଥାୟୀ ପୋଖରୀରେ ହେବ ପ୍ରତିମା ବିସର୍ଜନ, ସଂଧ୍ୟା ୬ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ବିସର୍ଜନ ପାଇଁ ଅନୁମତି ଦିଆଯାଇଛି October 15, 2021October 15, 2021 S pani 0 Comments Read more
Fast News ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଗୋପବନ୍ଧୁପାଲିର ବନ୍ଦ ଘର ଭିତରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ଯୁବକଙ୍କୁ ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ସୂଚନା October 15, 2021October 15, 2021 S pani 0 Comments Read more
Fast News କକାପୁତୁରାଙ୍କୁ ସାଇକେଲରୁ ଟାଣିଆଣି ଦଳି ମାରିଦେଲା ହାତୀ, ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ଦଳିଦେଲା,ଡିମିରିକୁଦା ଗାଁରୁ ସାଇକେଲରେ ଆସୁଥିଲେ କକାପୁତୁରା October 15, 2021October 15, 2021 S pani 0 Comments Read more