Fast News ବ୍ରହ୍ମପୁର ୧୨ ତାରିଖରେ ଉଦ୍ଧାର ୨ ମୃତଦେହ ଚିହ୍ନଟ କଲା ପୁଲିସ, ଉଭୟ ଗୋଇଲୁଣ୍ଡି ଅଞ୍ଚଳର ଦମ୍ପତି, ମୃତ୍ୟୁର କାରଣ ଅସ୍ପଷ୍ଟ,୧୨ ତାରିଖରେ ଉଭୟ ସଂପର୍କୀୟଙ୍କ ଘରକୁ ଯାଇ ନିଖୋଜ ଥିଲେ,ଗୋପାଳପୁର ପୁଲିସ ସଂଧ୍ୟାରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା October 15, 2021October 15, 2021 S pani 0 Comments Read more
Fast News ପ୍ରକାଶ ପାଇଲା JEE ଆଡଭାନ୍ସଡ ୨୦୨୧ ପରୀକ୍ଷା ଫଳ, ୩୪୮ ନମ୍ବର ରଖି ଟପ୍ ରାଙ୍କରେ ଦିଲ୍ଲୀର ମୃଦୁଲ ଅଗ୍ରଓ୍ୱାଲ, ମହିଳା ବର୍ଗରେ କାବ୍ୟା ଚୋପ୍ରା ଟପ୍ପର October 15, 2021October 15, 2021 S pani 0 Comments Read more
Fast News ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? October 15, 2021October 15, 2021 S pani 0 Comments Read more
Fast News ଆଜି ପବିତ୍ର ବିଜୟା ଦଶମୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନା ବେଶ, ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁଯାୟୀ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ, କାଲି ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି October 15, 2021October 15, 2021 S pani 0 Comments Read more
Fast News ରାଉରକେଲା ସେକ୍ଟର-୫ ଅଞ୍ଚଳରେ ଯୁବକଙ୍କ ମୃତଦେହ ଠାବ, ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଗଳାକଟା ମୃତଦେହ, ହତ୍ୟା ସନ୍ଦେହ October 15, 2021October 15, 2021 S pani 0 Comments Read more
Fast News ଆଜି ଦଶହରରାରେ ୭ଟି ନୂଆ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ବିଭାଗ ଦ୍ବାରା ଆୟୋଜିତ ହେବାକୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିସିରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ October 15, 2021October 15, 2021 S pani 0 Comments Read more
Fast News ଖୋର୍ଦ୍ଧା-ବଲାଙ୍ଗିର NH-୫୭ ଲଇଗାଁ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ମୃତ, ମୁଶାଡ଼ ଗାଁର ଝାଣ୍ଟୁଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା ମୃତ October 15, 2021October 15, 2021 S pani 0 Comments Read more
Fast News ବାଂଲାଦେଶରେ ଦୁର୍ଗା ପୂଜା ଅବସରରେ ଉଗ୍ରବାଦୀମାନେ ଅନେକ ପୂଜାପାଠ ଉପରେ ଆକ୍ରମଣ କରି ପ୍ରତିମା ଭଙ୍ଗାରୁଜା କରିଛନ୍ତି, ବାଂଲାଦେଶ ହିନ୍ଦୁ ଏକତା ପରିଷଦ ଟୁଇଟ୍ କରି ଏହି ସୂଚନା ଦେଇଛି October 14, 2021October 14, 2021 S pani 0 Comments Read more
Fast News ରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କୋରୋନା, ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୨୭୪କୁ ବୃଦ୍ଧି, ଭୁବନେଶ୍ବରରେ ୨ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ ମୃତ, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ମୃତ October 14, 2021October 14, 2021 S pani 0 Comments Read more
Fast News ଦକ୍ଷିଣ-ପୂର୍ବ ନରୱେରେ ଦୁର୍ବୃତ୍ତର ତୀର ମାଡ଼ରେ ୫ ଜଣଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସଂକଟାପନ୍ନ, ସନ୍ଦିଗ୍ଧ ଦୁର୍ବୃତ୍ତକୁ କାବୁ କଲା ପୋଲିସ October 14, 2021October 14, 2021 S pani 0 Comments Read more