ନୟାଗଡ଼ରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ୨ ମହିଳା ମୃତ

ନୟାଗଡ଼ରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ୨ ମହିଳା ମୃତନୂଆଗାଁ ବ୍ଲକ ସଁପଡ଼ାରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ମହିଳା

Read more

କେନ୍ଦୁଝର ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା କହିଲେ ଡିଆଇଜି ଜୟନାରାୟଣ ପଙ୍କଜ, ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବି କହିଲେ

Read more

ଭୁବନେଶ୍ବରରେ ଥିବା ରାଜ୍ୟ କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ ଅଫିସର ତାଲା ଭାଙ୍ଗି ଭଙ୍ଗାରୁଜା କଲେ କିଛି ଯୁବକ, ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ଭଙ୍ଗାରୁଜା ହୋଇଥିବା ସୂଚନା, ସକାଳ ୬ଟାରେ କିଛି ଅସନ୍ତୁଷ୍ଟ ଯୁବକ ଭଙ୍ଗାରୁଜା କରି ପଳାଇଯାଇଥିବା ସୂଚନା

Read more

ସୟଦମୁସ୍ତାକ ଅଲି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ଟିମ୍ ଘୋଷଣା, ୨୧ ଜଣିଆ ଟିମ୍ ଘୋଷଣା କଲା OCA, ରାଜେଶ ଧୂପର କ୍ୟାପଟେନ, ଅକ୍ଟୋବର ୨୭ରେ ଲକ୍ଷ୍ନୌ ଗସ୍ତ କରିବ ଓଡ଼ିଶା କ୍ରିକେଟ୍‌ ଟିମ୍

Read more

ଆଜି ରାଜ୍ୟରେ ୬୧୫ ପଜିଟିଭ ଚିହ୍ନଟ, ବଢିଲେ ନିଶ୍ଚିତ ଉଦବେଗଜନକ, ଭୁବନେଶ୍ୱରରେ ଲୋକେ କଟକଣା ମାନୁ ନ ଥିବାରୁ ପଜିଟିଭ ସଂଖ୍ୟା ବଢୁଛି,ସରକାରଙ୍କ ଗାଇଡଲାଇନ୍ ମାନନ୍ତୁ, ସତର୍କ ରୁହନ୍ତୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

Read more

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବାତିଲ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଅକ୍ଟୋବର ୧୮ରେ ପୁରୀ ଯାଇଥାନ୍ତେ ନବୀନ, ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଗଲା, ପୁଣି ଥରେ କାର୍ଯ୍ୟକ୍ରମ ତାରିଖ ନିର୍ଧାରଣ କରାଯିବ

Read more

୨୪ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ୧୫ ଜଣଙ୍କୁ ଗିରଫ; ୮୬୩ଟି ଗାଡ଼ି ଜବତ ଓ ୨୮,୬୧,୯୦୦/- ଫାଇନ ଆଦାୟ କରିଛି ଓଡ଼ିଶା ପୋଲିସ, 12.10.2021 ସକାଳରୁ 13.10.2021 ସକାଳ ମଧ୍ୟରେ ଏହି ଫାଇନ ଆଦାୟ ହେଇଛି

Read more