ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ଭାତ ଖାଇବାକୁ କିଏ ପସନ୍ଦ କରେ ନାହିଁ, କିନ୍ତୁ ଭାତ ଉପରେ ସମ୍ପ୍ରତି ଗବେଷଣା ଆପଣଙ୍କ ଚିନ୍ତା ବଢ଼ାଇପାରେ, ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମ୍ପୂର୍ଣ୍ଣ ରୂପେ ସିଝି ନଥିବା ଭାତ ଅର୍ଥାତ୍ ଅଳ୍ପ ରନ୍ଧା ଚାଉଳ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିପାରେ, ବାସ୍ତବରେ, ବର୍ତ୍ତମାନର ଯୁଗର ଅଧିକାଂଶ ଖାଦ୍ୟ ରାସାୟନିକ ପଦାର୍ଥ ବିନା ପ୍ରସ୍ତୁତ ନୁହେଁ ଓ ଆମେ ସେଗୁଡିକୁ ବହୁତ ବେପରୁଆ ଭାବରେ ଖାଉଛୁ, ଭବିଷ୍ୟତରେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ପ୍ରୋତ୍ସାହନ ଦେଇପାରେ

Read more

ଦେଶରେ କୋଇଲା ସଂକଟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କ ପ୍ରତିକ୍ରିୟା, ଦେଶରେ କୌଣସି ପ୍ରକାର ବିଦ୍ୟୁତ ସଙ୍କଟ ନାହିଁ । କୋଇଲା ମହଜୁଦ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି, କୋଇଲା ସଙ୍କଟ ନେଇ ଅଜଥା ଅପପ୍ରଚାର କରାଯାଉଛି। ଏନେଇ ଆମେ ଟାଟା ପାୱାର CEOଙ୍କୁ ଚେତାବନୀ ଦେଇଛୁ । ଉପଭୋକ୍ତାଙ୍କୁ କୌଣସି ଭିତ୍ତିହୀନ ମେସେଜ ଦେଲେ କାର୍ଯ୍ୟାନୁଷ୍ଠାନ ହେବ: ଆର.କେ ସିଂହ

Read more

ଟିଟିଲାଗଡ଼ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସଇଁତଳା ବନ୍ଦ; ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଲୋକେ, କାଲି ଦୁର୍ଗା ମଣ୍ଡପରେ ସଂଧ୍ୟା ଆଳତି ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା, ଶ୍ରଦ୍ଧାଳୁଙ୍କୁ ହଟାଇବା ବେଳେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ

Read more