କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼; ମିଟିଂ ସାରି ଫେରୁଥିବା ବେଳେ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ବୋମାମାଡ଼, ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ, ବିଧାୟକ ସୁରକ୍ଷିତ

Read more

ଗୋଟିଏ ଦିନରେ ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିବାରେ ଭିଜିଲାନ୍ସର ରେକର୍ଡ, ସମସ୍ତଙ୍କ ଘରେ ଏକକାଳୀନ ଚଢ଼ାଉ କରି ସେମାନଙ୍କଠାରୁ ରେକର୍ଡ, ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ, ଆଜି ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ

Read more

ଦେବଗଡ଼ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ, VC ଯୋଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାର ୭୮ ହଜାର ୬୧୫ ଜଣ ହିତାଧିକାରୀ ଲାଭ ପାଇବେ

Read more

ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଘେରାଉ କଲେ ଶତାଧିକ ଡିପ୍ଲୋମା ଛାତ୍ର; ବ୍ୟାକ୍ ପେପର ପରୀକ୍ଷା ଓ ଅଡ୍ ଇଭିନ୍ ସେମିଷ୍ଟର ଉଚ୍ଛେଦ ଦାବିରେ ଘେରାଉ

Read more

ପଞ୍ଚାୟତ ସଂରକ୍ଷଣ ତାଲିକା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, ପଞ୍ଚାୟତ ସଂରକ୍ଷଣ ଆଧାର ବିହୀନ, ତରବରିଆ ଭାବେ କରାଯାଇଥିବାରୁ ଅନେକ ଜାଗାରେ ତ୍ରୁଟି ରହିଛି, ପ୍ରାୟ ସବୁ ଜିଲ୍ଲାରୁ ଅଭିଯୋଗ ଆସିବ, ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ- ପୃଥ୍ୱୀରାଜ ହରିଚନ୍ଦନ

Read more

ନୀଳଗିରି ବରହମପୁର ଥାନା ହୁଡ଼ିସାହି ଗାଁ ଦାଣ୍ଡରେ ଗୁଣି ସନ୍ଦେହରେ ଘରୁ ଡାକି ନେଇ ୩ ଭାଇଙ୍କୁ ନିସ୍ତୁକ ମାଡ଼, ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ, କିଛି ବ୍ୟକ୍ତି ଅସୁସ୍ଥ ଯୋଗୁଁ ଗୁଣିଗାରେଡ଼ି ସନ୍ଦେହ କରିଥିଲେ ଗ୍ରାମବାସୀ

Read more

ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି,ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର,ପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି

Read more