ଟିଟିଲାଗଡ଼ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସଇଁତଳା ବନ୍ଦ; ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଲୋକେ, କାଲି ଦୁର୍ଗା ମଣ୍ଡପରେ ସଂଧ୍ୟା ଆଳତି ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା, ଶ୍ରଦ୍ଧାଳୁଙ୍କୁ ହଟାଇବା ବେଳେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *