ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଓଡ଼ିଶାରେ PM ସ୍ବାମୀତ୍ବ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ CM ନବୀନ ପଟ୍ଟନାୟକଙ୍କୁ କଲେ ଅନୁରୋଧ, ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ

Read more

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଗଜପତି : ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପାରଳଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ

Read more

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି, ୨୪ ଘଣ୍ଟାରେ ନେଲା ୨୪୮ ଜଣଙ୍କ ଜୀବନ

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୪୮ ଜଣଙ୍କ ଜୀବନ ଦେଶରେ ଦିନକରେ

Read more

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା, ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଆସନ୍ତା ୧୧ ତାରିଖରେ ବସିବ ଛତିଷା ନିଯୋଗ ବୈଠକ। ଏଥିରେ ଛତିଷା ନିଯୋଗ ମହାନାୟକ, ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ପଦାଧିକାରୀ ଯୋଗଦେବେ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଆସନ୍ତା ୧୧ ତାରିଖରେ ବସିବ ଛତିଷା ନିଯୋଗ

Read more

ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି, ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା; ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୧ରୁ ପୁନର୍ବାର ଖୋଲିବ, ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ

Read more

ଭାରତରେ 7 ଇଲେଭେନ୍ ଷ୍ଟୋର ଖୋଲିବ ରିଲାଏନ୍ସ , ଭାରତରେ ଷ୍ଟୋର ଖୋଲିବ ରିଲାଏନ୍ସ ଭେଞ୍ଚର୍ସ ରିଟେଲ ଲିମିଟେଡ, 7 ଇଲେଭେନ ଇଂକ୍ ସହ ମାଷ୍ଟର ଫ୍ରାଞ୍ଚାଇଜ ଏଗ୍ରିମେଣ୍ଟ କରିଛି RRVL, ଅକ୍ଟୋବର ୯ରେ ମୁମ୍ବାଇ ଅଂଧେରୀ ଇଷ୍ଟରେ ପ୍ରଥମ ଷ୍ଟୋର ଖୋଲିବ

Read more

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ପୁରୀ ଗସ୍ତ । ସ୍ବାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ବିନୀ । ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଝାଉଁଚାରା ରୋପଣ କଲେ ଅଶ୍ବିନୀ ଚୌବେ । ଦିନ ୧୧ଟାରେ ମନ୍ଦିର ଦର୍ଶନ, ସାଢେ ୪ଟାରେ ଭୁବନେଶ୍ବର ଫେରିବେ ।

Read more

ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।

Read more