ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି, ୨୪ ଘଣ୍ଟାରେ ନେଲା ୨୪୮ ଜଣଙ୍କ ଜୀବନ

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୪୮ ଜଣଙ୍କ ଜୀବନ ଦେଶରେ ଦିନକରେ

Read more

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା, ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଆସନ୍ତା ୧୧ ତାରିଖରେ ବସିବ ଛତିଷା ନିଯୋଗ ବୈଠକ। ଏଥିରେ ଛତିଷା ନିଯୋଗ ମହାନାୟକ, ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ପଦାଧିକାରୀ ଯୋଗଦେବେ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥା ନେଇ ଆସିବ ମାର୍ଗଦର୍ଶିକା ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଆସନ୍ତା ୧୧ ତାରିଖରେ ବସିବ ଛତିଷା ନିଯୋଗ

Read more

ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି, ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା; ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୧ରୁ ପୁନର୍ବାର ଖୋଲିବ, ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ

Read more

ଭାରତରେ 7 ଇଲେଭେନ୍ ଷ୍ଟୋର ଖୋଲିବ ରିଲାଏନ୍ସ , ଭାରତରେ ଷ୍ଟୋର ଖୋଲିବ ରିଲାଏନ୍ସ ଭେଞ୍ଚର୍ସ ରିଟେଲ ଲିମିଟେଡ, 7 ଇଲେଭେନ ଇଂକ୍ ସହ ମାଷ୍ଟର ଫ୍ରାଞ୍ଚାଇଜ ଏଗ୍ରିମେଣ୍ଟ କରିଛି RRVL, ଅକ୍ଟୋବର ୯ରେ ମୁମ୍ବାଇ ଅଂଧେରୀ ଇଷ୍ଟରେ ପ୍ରଥମ ଷ୍ଟୋର ଖୋଲିବ

Read more

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ପୁରୀ ଗସ୍ତ । ସ୍ବାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ବିନୀ । ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଝାଉଁଚାରା ରୋପଣ କଲେ ଅଶ୍ବିନୀ ଚୌବେ । ଦିନ ୧୧ଟାରେ ମନ୍ଦିର ଦର୍ଶନ, ସାଢେ ୪ଟାରେ ଭୁବନେଶ୍ବର ଫେରିବେ ।

Read more

ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।

Read more

କଟକ ସାଆନ୍ତସାହି ଅଞ୍ଚଳରୁ ପଚା ଅଣ୍ଡା ବୋଝେଇ ଅଟୋ ଜବତ, ଆଠଗଡ ଓ ଚୌଦ୍ବାର ଅଞ୍ଚଳରୁ ଅଣ୍ଡା ବୋଝେଇ ଅଟୋ ଆସୁଥିଲା, ଜଣେ ବେକରୀ ବ୍ୟବସାୟୀଙ୍କ ନିକଟକୁ ଆସୁଥିବା ଅଭିଯୋଗ, ଅଟୋ ଚାଳକକୁ ଅଟକ ରଖିଛି ପୋଲିସ, ବେକରୀ ମାଲିକ ଫେରାର

Read more

ଖାଉଟିଙ୍କ ଉପରେ ମହଙ୍ଗା ମାଡ ; ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ତାଳ ଦେଇ ବଢ଼ି ଚାଲିଛି ତେଲ ସହ ସିଲିଣ୍ଡର ଦାମ୍‌ । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌।

Read more