କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌ | ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍, ତିନିଦିନିଆ ମନିଟାରୀ କମିଟି ବୈଠକ ପରେ ନିଷ୍ପତ୍ତି | ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ବଢ଼ିବା ଆକଳନ, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା |

କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌ | ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍, ତିନିଦିନିଆ ମନିଟାରୀ କମିଟି

Read more

ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ବିତର୍କ ଚାଲିଥିବା ବେଳେ ଆଜି ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ପ୍ରଧାନମନ୍ତ୍ରୀ କ’ଣ କହିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ବିତର୍କ ଚାଲିଥିବା ବେଳେ ଆଜି ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ

Read more

କେରଳ ନାଁ ବଦଳାଇ କେରଳମ କରିବାକୁ ବିଧାନସଭାରେ ସଂକଳ୍ପ ପାରିତ : କେନ୍ଦ୍ର ସରକାରଙ୍କୁ ଦିଆଗଲା ପ୍ରସ୍ତାବ

ରାଜ୍ୟର ନାଁ ପରିବର୍ତ୍ତନ କରିବାକୁ କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଗୋଟିଏ ସଂକଳ୍ପ ପାରିତ କରିଛି। କେରଳରୁ ରାଜ୍ୟର ନାଁ କେରଳମ କରିବାକୁ ସଂକଳ୍ପ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ

Read more

୨ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ : ବାପ ଝିଅ ସମେତ ୫ ଜଣଙ୍କୁ ଗିରଫ କଲା ବନବିଭାଗ

ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ। ଶିକାର ନିମନ୍ତେ ବହୁ ସାମଗ୍ରୀ ବ୍ୟବହାର କରୁଥିଲେ, ଆଉ ଯାହା ଶିକାର କରୁଥିଲେ ତାକୁ ବିକି ମାଲେମାଲ ହେଉଥିଲେ। ହେଲେ

Read more

କେନ୍ଦ୍ର ସରକାର ଓ ମୋଦୀଙ୍କ ସପକ୍ଷରେ କହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିରୋଧ କରିଛି।

Read more

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର

Read more

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଦେଶ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ ତାରିଖ ‘କ୍ରାନ୍ତି ଦିବସ’ରେ ରାଜଧାନୀରେ ଶ୍ରମଜୀବୀ ଜନଗଣଙ୍କର ରାଜ୍ୟସ୍ତରୀୟ ମହାଧାରଣା

ଭୁବନେଶ୍ଵର : ୨୦୧୪ ମସିହାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଆର.ଏସ.ଏସ.ପରିଚାଳିତ ବିଜେପି ସରକାର ପ୍ରତିଷ୍ଠା ହେବାଠାରୁ ଆମ ଦେଶର ସକଳ ସ୍ତରର ଜନଗଣଙ୍କର ଅବସ୍ଥାଶୋଚନୀୟ ହୋଇଛି

Read more

ତିନି ବର୍ଷ ହେବ ଦରମା ପାଇନାହାନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି

ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ ହେଉଛି ରିଲାଏନ୍ସ ଗ୍ରୁପ । ଗତ ୩ ବର୍ଷରେ ସରକାରୀ ରାଜକୋଷରେ ୫ ଲକ୍ଷ ୬୫୩ କୋଟି ଟଙ୍କା ଜମା

Read more

ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ସନ୍ଧ୍ୟା ୭ଟା ୧୫ରେ ପ୍ରବେଶ କରିଥିବା ସୂଚନା । ପ୍ରବେଶ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲା ଇସ୍ରୋ । ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ ।

ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ସନ୍ଧ୍ୟା ୭ଟା ୧୫ରେ ପ୍ରବେଶ କରିଥିବା ସୂଚନା । ପ୍ରବେଶ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲା ଇସ୍ରୋ ।

Read more

ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାରେ ମିଳିଲା ବଡ଼ ପ୍ରମାଣ ; ମସଜିଦରେ ରହିଛି ମନ୍ଦିରର ସ୍ୱସ୍ତିକ ଚିହ୍ନ

ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାରେ ସାମ୍ନାକୁ ଆସିଲା ରୋଚକ ତଥ୍ୟ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ(ଏଏସଆଇ) ବିଭାଗ ହାତରେ ଲାଗିଛି ନୂଆ ସୁରାକ। ହଜାର ହଜାର ବର୍ଷ

Read more