ରାଜ୍ୟରେ ସୁସ୍ଥ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୧୦ ଦିନ ପରେ ମେଡିକାଲରୁ ଡିସ୍ଚାର୍ଜ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ | ୨୪ ଘଣ୍ଟା ମଧ୍ୟରେ ୨ ଥର ରିପୋର୍ଟ ନେଗେଟିଭ ଆସିଲା । ୭ ଦିନ ଧରି ଆଇସଲେସନରେ ରହିବେ ସଂପୃକ୍ତ ବ୍ୟକ୍ତି |
ରାଜ୍ୟରେ ସୁସ୍ଥ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୧୦ ଦିନ ପରେ ମେଡିକାଲରୁ ଡିସ୍ଚାର୍ଜ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ | ୨୪ ଘଣ୍ଟା
Read more